Monthly Archives

October 2026

ହୁଣ୍ଡାଇ ବାୟନ କାର୍‌ର ମାର୍କେଟ ପ୍ରବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ କୋସଲା ହୁଣ୍ଡାଇ ସୋ' ରୁମ୍ ଠାରେ ହୁଣ୍ଡାଇର ବାୟନ କାର୍‌ର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୋ' ରୁମ୍‌ର ନିର୍ଦ୍ଦେଶିକା ଡ. ପଦ୍ମନୀ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ମୁଖ୍ୟ ମହାପ୍ରବନ୍ଧକ ଅପର୍ଣ୍ଣା ପାଣିଗ୍ରାହୀଙ୍କ ଆବାହକତ୍ୱ ତଥା…
Read More...

ରାସ୍ତାକଡ଼ରେ ଶତାଧିକ ଗଛ କଟା ମାମଲା

ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ - ବିଧାୟକ ଦୁର୍ଗା ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୫ରୁ ସେକ୍ଟର-୧୩ ଏବଂ ୧୪ ଦେଇ ଲୁଆକେରା ଗ୍ରାମକୁ ଯାଇଥିବା…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସମଗ୍ର ରାଜ୍ୟରେ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା…
Read More...

“ସୁରକ୍ଷିତ ଶୈଶବ ଅଭିଯାନ” ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଅଭିଯାନ “ଶୈଶବ ସୁରକ୍ଷା”କୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର, ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ, ସଦେଇପାଲି, ବଲାଙ୍ଗିର ଠାରେ “ସୁରକ୍ଷିତ ଶୈଶବ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

ବ୍ରହ୍ମପୁର ରେଳଷ୍ଟେସନରୁ ୧୫୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ସ୍ୱତନ୍ତ୍ର ଟ୍ରେନ୍‌ରେ ଗୁଜରାଟର ଏକତା ନଗରକୁ ଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୫୦ରୁ ଊର୍ଦ୍ଧ୍ୱ ନାଗରିକ ଆଜି ଅପରାହ୍ନରେ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ୧୯୩୭ର ବଲାଙ୍ଗିର ଆୟୁର୍ବେଦ ଫାର୍ମାସୀ, ପୁନରୁଦ୍ଧାର ଦାବି ଜୋରଦାର

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ପଡିବ କେବେ ? ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱାଭିମାନ ମଞ୍ଚ ପ୍ରାକ୍‌ ସ୍ୱାଧୀନତା ସମୟରେ ଅର୍ଥାତ୍‌ ୧୯୩୭ ମସିହାରେ ସ୍ଥାପିତ ଓଡିଶାର ସର୍ବ ପୁରାତନ ବଲାଙ୍ଗିର ଆୟୁର୍ବେଦ ଫାର୍ମାସୀ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ନିଜର ସ୍ଥିତି…
Read More...

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ଆଶଙ୍କା : ୨୮ ତାରିଖରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଓ ଖରାପ ପାଗ ଆଶଙ୍କାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୮ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସରକାରୀ, ସରକାରୀ…
Read More...

ବଲାଙ୍ଗିର ବ୍ଲକରେ ରାସ୍ତାକାମରେ ଦୁର୍ନୀତି

ପୋଲିସର ଅଭିଯୋଗ ଦାଖଲ, ଦୋଷୀ ବିରୁଦ୍ଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ବର୍ଷରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦାଇପାଲି ପଂଚାୟତର ନରସିଂହ ନଗରରେ ୪୦ରୁ ଅଧିକ ପରିବାରଙ୍କୁ ଘରଡିହ ଚିହ୍ନଟ କରାଯାଇ ସେମାନଙ୍କୁ ଘର ପାଇଁ ଜମି ଯୋଗାଇ…
Read More...

ଜିଲ୍ଲା ଦଳିତ ସମାଜ ନୂଆଁଖାଇ ଜୁହାର ଭେଟ

ଏକତା ହିଁ ବଳ - କଳିକେଶ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ସଂଗଠିତ ଓ ଏକତ୍ରୀତ ରହିଛି । ଆଜିର ନୂଆଁଖାଇ ଭେଟଘାଟରେ ତାହା ପ୍ରତିଫଳିତ ହୋଇଛି । ଆମେ ସବୁ ସମୟରେ ଜିଲ୍ଲା ଦଳିତ ସମାଜ ସହିତ ରହିଥିଲି, ରହିଛୁଁ ଏବଂ ରହିବୁ ବୋଲି ବଲାଙ୍ଗିର ବିଧାୟକ କଳିକେଶ…
Read More...

ଯଇଁନ୍ତରାରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ୩୫ତମ ଗଜଲକ୍ଷ୍ମୀ ପୂଜା

ଯଇଁନ୍ତରା, ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଯଇଁନ୍ତରା ଗ୍ରାମରେ ୩୫ତମ ଗଜଲକ୍ଷ୍ମୀ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ପାରମ୍ପରିକ ରୀତିନୀତି…
Read More...