Monthly Archives

October 2026

ଦେଓଗାଁ ବ୍ଲକରେ ବାତ୍ୟା ‘ଅର୍ଣ୍ଣବ୍’ ର ପ୍ରଭାବ : ଦିନ ସାରା ମେଘୁଆ ପାଗ

ଅନବରତ ବହିଲା ପବନ ଦେଓଗାଁ, (ମନୀଷ କୁମାର ସାହୁ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ୍' ପ୍ରଭାବ ଏବେ ଦେଓଗାଁ ବ୍ଲକ ଅଞ୍ଚଳରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି । ଗତକାଲି ମଙ୍ଗଳବାର ରାତିରୁ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବୁଧବାର ସକାଳୁ…
Read More...

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ : ଶିକ୍ଷକ ଓ କର୍ମଚାରୀଙ୍କୁ…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ…
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନଭେମ୍ବର ମାସ ରୁ ହେଲମେଟ ଚେକିଂ କଡ଼ାକଡ଼ି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅଧକ୍ଷ ତଥା ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀରୁ…
Read More...

ଅର୍ଣ୍ଣବ ପ୍ରଭାବ : ପାଇକମାଲରେ ଦିନତମାମ ଝିପିଝିପି ବର୍ଷା, ଧାନ ଅମଳ ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଣ୍ଣବର ପ୍ରଭାବରେ ପାଇକମାଲ ବ୍ଲକ୍‌ରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୃଦୁ ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ରାସ୍ତାଘାଟରେ ଯାତାୟାତ ହ୍ରାସ…
Read More...

ବାତ୍ୟା ଓ ଲଗାଣ ବର୍ଷା ସତ୍ତ୍ୱେ ଡାଙ୍ଗ ଗ୍ରାମରେ ରକ୍ତଦାନ ଶିବିର : ୭ ମହିଳାଙ୍କ ସମେତ ୩୫ ଜଣଙ୍କ ରକ୍ତଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ୱର୍ଗତ ତ୍ରିଲୋଚନ ବାଗଙ୍କ ସ୍ମୃତିରେ ବରଡୋଲ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ଗ୍ରାମରେ ସଂକଳ୍ପ ପରିବାର ଓ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସାରା ଓଡ଼ିଶାରେ…
Read More...

ବାତ୍ୟା ପରେ ବନ୍ୟା ଆଶଙ୍କା, ଆସିକାକୁ ବିପଦ : ଋଷିକୁଲ୍ୟା ନଦୀ କୂଳିଆଙ୍କୁ ସତର୍କ ସୂଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହରଭଙ୍ଗୀ ଜଳସେଚନ ଡିଭିଜନ୍‌ର ଗୋକୁଳପୁର ବ୍ୟାରେଜ୍‌ରୁ ପ୍ରାୟ ୫୦୦ କ୍ୟୁମେକ୍ସ ଜଳ ପଦ୍ମାନଦୀକୁ ନିଷ୍କାସନ କରାଯାଇଛି । ଏହି ଜଳ ସୋରଡ଼ାସ୍ଥିତ ପଦ୍ମା ବ୍ୟାରେଜ୍‌ରେ ପହଞ୍ଚିଥିବାରୁ ଋଷିକୁଲ୍ୟା ନଦୀର ତଳମୁଣ୍ଡ ଅଞ୍ଚଳ ବିଶେଷ କରି ଆସିକା ଅଞ୍ଚଳରେ…
Read More...

ବାତ୍ୟା ‘ଅର୍ଣ୍ଣବ’ ସ୍ଥଳ ଭାଗ ଛୁଇଁବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ନେଇ ଗଞ୍ଜାମ ଜିଲ୍ଲାରେ ଜୋରଦାର ହୋଇଛି ପ୍ରଶାସନିକ ତତ୍ପରତା । ବିପଦକୁ ମୁକାବିଲା କରିବା ସହ ଜନଜୀବନର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।…
Read More...

ବିଜେଡିର ଜନ ସଂପର୍କ ପଦଯାତ୍ରା : ଯୋଗଦେଲେ ସୁଜାତା ରାଉତ

ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଶକ୍ତି ପ୍ରଦର୍ଶନ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ବିଜେଡିର ଜନସଂର୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ନେତୃତ୍ୱରେ ସ୍ଥାନୀୟ…
Read More...

ସ୍ଥଳଭାଗ ଛୁଇଁଲା ବାତ୍ୟା “ଅର୍ଣ୍ଣବ” : ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ । ପ୍ରବଳ ବର୍ଷା ଓ ଝଡ଼ ପବନରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିବା ସୂଚନା ମିଳିଛି । ବାତ୍ୟା…
Read More...

ପାୱାରଗ୍ରୀଡ୍ ବାରିପଦା ଉପକେନ୍ଦ୍ରରେ ସତର୍କତା ସଚେତନତା ସପ୍ତାହ ଅବସରରେ ୱାକାଥନ୍

ବାରିପଦା, (ଦେବସ୍ମିତ ଚୌଧୁରୀ) : ପାୱାରଗ୍ରୀଡ୍, ବାରିପଦା ଉପକେନ୍ଦ୍ର, କୁଚେଇରେ ୨୬ ଅକ୍ଟୋବରରୁ ୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଅବସରରେ ଏକ ୱାକାଥନ୍ ଆୟୋଜିତ ହୋଇଥିଲା । ଚଳିତ ବର୍ଷର ବିଷୟବସ୍ତୁ “ସତ୍ୟନିଷ୍ଠାରୁ ସମୃଦ୍ଧି” ବିଷୟବସ୍ତୁ ଉପରେ…
Read More...