ବଲାଙ୍ଗିର ରେଳ ଷ୍ଟେସନରୁ ୧୨ କେଜି ଗଞ୍ଜେଇ ଜବତ, ରାଜସ୍ଥାନର ଯୁବକ ଗିରଫ
ବଲାଙ୍ଗିର, (କେପିଏନ୍ଏସ୍) : ରେଳ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ କରିଛି ବଲାଙ୍ଗିର ଜିଆରପି ପୋଲିସ । ବଲାଙ୍ଗିର ରେଳ ଷ୍ଟେସନରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ରାଜସ୍ଥାନର ବରନ!-->…
Read More...
Read More...