କେସିଙ୍ଗାରେ ତ୍ରିରଙ୍ଗା ଯାତ୍ରା : ଦେଶପ୍ରେମର ବାର୍ତ୍ତା ଦେଲେ ସହରବାସୀ
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରରେ ଦେଶପ୍ରେମର ଭାବନା ଓ ଜାତୀୟ ପତାକା ପ୍ରତି ସମ୍ମାନକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । କେସିଙ୍ଗା ତ୍ରିରଙ୍ଗା କମିଟିର ସଭାପତି ପ୍ରୀତେଶ ପଟେଲଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ!-->…
Read More...
Read More...