ପିପଲବାହାଲିରେ ବାଇକ୍ ଧକ୍କାରେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ବଲାଙ୍ଗିର, (କେପିଏନ୍ଏସ୍) : ପିପଲବାହାଲିରେ ବାଇକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ମୃତକ ହେଉଛନ୍ତି ସୁବଳ ନନ୍ଦ । ଦୁର୍ଘଟଣାରେ ସୁବଳଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଥିଲା । ଦାବି ପୂରଣ ନହେବାରୁ ମୃତଦେହକୁ ଗଇଁତଲା ରାସ୍ତା!-->…
Read More...
Read More...