Daily Archives

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଗରିବ ପରିବାର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡା ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ପାତଲପଡା ଗାଁର ମାଧବ ବାଗଙ୍କ ଘର ଭାଙ୍ଗି ଯାଇଥିବା ବେଳେ
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଯୋଗୀସର୍ଡା ସେକ୍ଟର ସ୍ତରୀୟ ଆଶା ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ପ୍ରବଳ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ତଥା ପ୍ରାଥମିକ ରୋଗ ନୀରିକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ । ଗାଁ କଲ୍ୟାଣ ସମିତିର ସକ୍ରିୟ ସହଯୋଗ ଏଥିପାଇଁ ଅତ୍ୟନ୍ତ ଜରୁରୀ ।
Read More...

ଟିଟିଲାଗଡ ନିକଟସ୍ଥ ଉନ୍ଦେର ନଦୀରେ ନିର୍ମାଣ ଧିନ ବ୍ରିଜରେ ଫସି ରହିଥିବା ୬ ଶ୍ରମିକ ଉଦ୍ଧାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତକାଲି ରାତିରୁ ଉଦେପୁର ବିନେକେଲା ଦେଇ ଯାଇଥିବା ଉନ୍ଦେର ନଦୀ ଉପରେ ନିର୍ମାଣଧିନ ବ୍ରିଜ କ୍ୟାମ୍ପରେ ୬ ଜଣ ଶ୍ରମିକ ଫସି ରହିଥିବା ଖବର ପାଇ ସ୍ଥାନୀୟ ତହସିଲଦାର, ଟିଟିଲାଗଡ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସାହାର୍ଯ୍ୟରେ
Read More...

କୁଶକେଲା ଓ ଖୋଲାନ ପଞ୍ଚାୟତର ବୁଡି ଅଞ୍ଚଳ ବୁଲି ଦେଖିଲେ ଅଧିକାରୀଙ୍କ ସହ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନର ଲଗାତାର ବର୍ଷା ଯୋଗୁଁ ବହୁ ସ୍ଥାନର ନଦୀ ମାନଙ୍କରେ ବର୍ଷା ପାଣି ବଢ଼ିଯାଇଛି । ଫଳ ସ୍ୱରୂପ ଚାଷ ଜମି ମାନଙ୍କରେ ବର୍ଷା ପାଣି ମାଡି ଯାଇଥିବା ବେଳେ ଖୋଲାନ, କୁଶକେଲା ପଞ୍ଚାୟତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ,
Read More...

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ସିନାପାଲି, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦୀର୍ଘ ସମୟ ଧରି ଲାଗିରହିଥିବା ବର୍ଷା ଯୋଗୁଁ ଅଞ୍ଚଳର ଉଦନ୍ତୀ ନଦୀରେ ପ୍ରବଳ ବନ୍ୟା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତ ୪ରୁ ୫ ବର୍ଷ ମଧ୍ୟରେ ଏଭଳି ବଡ଼
Read More...

ପ୍ରବଳ ବର୍ଷାରେ ଭୁଷୁଡ଼ି ପଡ଼ିଲା ମାଟି ଘର

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାର ଧାଙ୍ଗେର ପଞ୍ଚାୟତର ୨ ନମ୍ବର ୱାର୍ଡରେ ପ୍ରବଳ ବର୍ଷା ଯୋଗୁଁ ଏକ ମାଟି ଘର ଭୁଷୁଡ଼ି ପଡ଼ିଛି। ଘରେ କେବଳ ମା' ଓ ଝିଅ ରହୁଥିଲେ। ଦୁହେଁ ସରକାରୀ ଭତ୍ତା ଟଙ୍କା ଉପରେ ନିର୍ଭର କରି କଷ୍ଟେମଷ୍ଟେ ଜୀବନ ବିତାଉଥିଲେ। ଗତକାଲି ହୋଇଥିବା ଲଗାଣ ବର୍ଷାରେ
Read More...

‘ସରପଞ୍ଚ ହେବ ତ ଏମିତି’ : ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର କରି ପ୍ରଶଂସାର ପାତ୍ର ବନମାଳୀ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଧୁମାଭଟା ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡ଼ିଥିଲେ ଏକ ଗାଁର ୫ଟି ପରିବାର । ବର୍ଷା ପାଣି ଘର ଭିତରକୁ ପଶିଯିବାରୁ ସେମାନେ ବାହାରକୁ ଆସିପାରୁନଥିଲେ । ଏହି ଖବର ପାଇବାମାତ୍ରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ଅଗ୍ନିଶମ
Read More...

ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

୪ଟି ନୂତନ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଲେବରଗଡ଼–ନୂଆପଡ଼ା ରେଳ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ସେବାର ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଓ ନୂତନ
Read More...

ସିଲ୍ ହେଲା ବେସରକାରୀ ନର୍ସିଂହୋମ

ବରଗଡ, (ମୁନ୍ନା ସାହୁ) : ସିଲ୍ ହେଲା ବେସରକାରୀ ନର୍ସିଂହୋମ । ଚିକିତ୍ସାରେ ଅବହେଳା ପଡିଲା ମହଙ୍ଗା । ସିଲ୍ ହେଲା ବରଗଡ ଜିଲ୍ଲା ବିଜେପୁରର ଅମୃତ ଧାରା ନର୍ସିଂହୋମ । କିଛି ମାସ ତଳେ ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇଥିଲା । ଚିକିତ୍ସାରେ ଅବହେଳା ଓ ବିଳମ୍ବ
Read More...

ଟିଟିଲାଗଡ ବ୍ଲକ କୁରସୁଡ଼ ପଞ୍ଚାୟତର କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ୪ ବ୍ୟକ୍ତିଙ୍କୁ ଉଦ୍ଧାର କଲା ପ୍ରଶାସନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ନଦୀ ଆଡ଼ିବନ୍ଧ ନଥିବା ସ୍ଥାନରେ ନଦୀ ପାଣି ଉଛୁଳି କଣ୍ଡରା ଗ୍ରାମରେ ପାଣି ପଶିଥିବାରୁ ଟିଟିଲାଗଡ଼ ବ୍ଲକ କୁରସୁଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା ଗ୍ରାମର ଚାରିଜଣ ବ୍ୟକ୍ତି ନଦୀ ଏବଂ ଗାଁ ନାଳ ମଝିରେ
Read More...