Daily Archives

୧୭ ଲକ୍ଷର କମ୍ୟୁନିଟି ସେଣ୍ଟର ଏବେ ମଦୁଆଙ୍କ ଆଡ୍ଡା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାରୀ ଅର୍ଥରେ ୨୦୧୭ ମସିହାରେ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ନିକଟରେ ନିର୍ମିତ କମ୍ୟୁନିଟି ସେଣ୍ଟର ଆଜି ଜନସେବା ବଦଳରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ମଦ୍ୟପାନ ଓ
Read More...

ବଲାଙ୍ଗିର ଏସ୍‌ପି କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ପେଶାଲ ଜୁଭେନାଇଲ ପୋଲିସ ୟୁନିଟ୍ ସଦସ୍ୟ ଏବଂ ପୋଲିସ କର୍ମଚାରୀମାନଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବନ୍ୟାଜଳରେ ଫସିଥିବା ଲୋକଙ୍କର ସଫଳ ଉଦ୍ଧାର କାର୍ଯ୍ୟ ଜାରି

​ବଲାଙ୍ଗିର (କେପିଏନ୍‌ଏସ୍‌) : ଗନ୍ଧରଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା ୧୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ବାକି ୪ ଜଣ ବ୍ୟକ୍ତି ସୁନ୍ଧିମୁଣ୍ଡା ଏବଂ କାନ୍ଧ୍ରା ଅଞ୍ଚଳରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ
Read More...

ମାଲକାନଗିରି ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ବିଏସ୍‌ଏଫ ଓ ଡିଭିଏଫ୍‌ର ମିଳିତ ଅଭିଯାନରେ ଆଇଡି, ଜିଲେଟିନ ଷ୍ଟିକ ଓ. ଡି. ଟୋନେଟର ଉଦ୍ଧାର ମାଲକାନଗିରି, (କେପିଏନ୍‌ଏସ୍‌) : ମାଲକାନଗିରି ଜିଲ୍ଲାର ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୁରକ୍ଷା ବାହିନୀ ଜବତ କରିଛି ।
Read More...