Daily Archives

ସ୍କାଏରୁଟ୍ ଏରୋସ୍ପେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ଯାନ ବିକ୍ରମ-୧ର ଉତକ୍ଷେପଣ ଦେଖିବା ପାଇଁ ନାଗରିକମାନଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘରୋଇ ଭାବରେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-୧ର ପୃଥିବୀ
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଇନଭେଷ୍ଟିଚର୍ ସମାରୋହ ୨୦୨୬–୨୭ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଗୋଟିଏ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ୍‌ ଭ୍ୟାଲି ସ୍କୁଲ ପରିଚିତ । ତେବେ ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ସେମାନଙ୍କୁ ନେତୃତ୍ୱ, ସତ୍ୟନିଷ୍ଠା, ସେବା ଏବଂ
Read More...

ଲୋଇସିଂହା ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧାରଣ ତଥା ୱାର୍ଡ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୫ ମାସ ପରେ ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ନବ ଗଠିତ ଲୋଇସିଂହା
Read More...

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନଃନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ ୭୫ଟି ପୁନଃନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିଛନ୍ତି ।
Read More...

ସାଂସଦ ଓ ବିଧାୟକଙ୍କ ମିଳିତ ଗସ୍ତ : ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ ପ୍ରତିଶୃତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁରଙ୍କ ଶୁକ୍ରବାର ତୁମୁଡିବନ୍ଧ ବ୍ଲକରେ ମାରାଥନ ଗସ୍ତ ଅନୁଷ୍ଠିତ କରିଛନ୍ତି । ଏହି ଗସ୍ତ ଅବସରରେ ଉଭୟ ଜନପ୍ରତିନିଧିଙ୍କୁ ଭବ୍ୟ ସ୍ୱଗତ କରାଯାଇଥିବା ବେଳେ ଅଞ୍ଚଳର
Read More...

ପିଙ୍କ୍‌ ସ୍କାଇ କ୍ରେଚ୍‌ ଚାଇଲ୍ଡ ଡେ କେୟାର ସେଣ୍ଟର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗିର ସହରର ସିଭିଲ କୋର୍ଟ ପଛପଟେ ପିଙ୍କ୍‌ ସ୍କାଇ କ୍ରେଚ୍‌ ନାମକ ଚାଇଲ୍ଡ୍ ଡେ କେୟାର ସେଣ୍ଟରର ଶୁଭ ଉଦ୍‌ଘାଟନ ହୋଇଯାଇଛି । କ୍ରେଚର୍‌ ପ୍ରତିଷ୍ଠାତ୍ରୀ ଆଶା ଆର୍ଯ୍ୟାଙ୍କ ଉଦ୍ୟମରେ ସ୍ଥାପିତ ଏହି ଅନୁଷ୍ଠାନକୁ ପୌରାଧ୍ୟକ୍ଷା
Read More...

ଜଗନ୍ନାଥ ରଥଯାତ୍ରା ଓ ଜୀବନ ଦର୍ଶନ

ବଲାଙ୍ଗିର, ପେଲେସ ଲାଇନ : ଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ । ଏହା ମାନବଜୀବନର ଗଭୀର ଦର୍ଶନକୁ ପ୍ରକାଶ କରୁଥିବା ଏକ ମହାନ ପ୍ରତୀକ । ପ୍ରତିବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିର ଛାଡ଼ି ରଥରେ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଏହି
Read More...

ଡାଃ ହେମସାଗର ସାହାଙ୍କ ଝିଅ ଆନିନ୍ଦିତା ସାହା ହେଲେ ଆସିଷ୍ଟାଣ୍ଟ ପ୍ରୋଫେସର

କେସିଙ୍ଗା, ( ପ୍ରୀତେଶ ପଟେଲ) : ଓଡ଼ିଶା ଜନସେବା ଆୟୋଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ପ୍ରୋଫେସର (ବ୍ରଡ୍ ସ୍ପେସିଆଲିଟି - ପାଥୋଲୋଜି) ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କ ସୁପାରିଶ ତାଲିକା ପ୍ରକାଶ
Read More...

ସୋନପୁରରେ ରଥାଯାତ୍ରା ମହସମାରୋହରେ ପାଳିତ

ମାଉସୀ ମନ୍ଦିରରେ ଲାଗିଲା ତିନି ରଥ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରରେ ପବିତ୍ର ରଥଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଛି । ଶ୍ରୀ ଗୁଣ୍ଡିଚାରେ ଲାଗିଲା ତିନିରଥ । ରାତିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ରଥଯାତ୍ରାରେ ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି ।
Read More...

ଟିଟିଲାଗଡ ଠାରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କର କର୍ମଶାଳା ଅନୁଷ୍ଠିତ : ଯୋଗଦେଲେ ସାଂସଦ ଶ୍ରୀମତୀ ସଙ୍ଗୀତା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୨ ବର୍ଷର ଉପଲବ୍ଧି ଅବସରରେ ଜନ କଲ୍ୟାଣକାରୀ ଯୋଜନାର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କର କର୍ମଶାଳା ଶୁକ୍ରବାର ସନ୍ଧ୍ୟାରେ ଟିଟିଲାଗଡ
Read More...