Daily Archives

ଗୋହିରାପଦରରେ ମହାଲକ୍ଷ୍ମୀ ସ୍ନାନ ଉତ୍ସବ ଓ ଜଗନ୍ନାଥଙ୍କ ମୁଖ୍ୟସେବକଙ୍କୁ ରାଜ୍ୟାଭିଷେକ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗାଁରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରଜସଂକ୍ରାନ୍ତି ସମ୍ପନ୍ନ ପରେ ମହାଲକ୍ଷ୍ମୀଙ୍କ ସ୍ନାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବେଶ୍‌ ଚର୍ଚ୍ଚାରେ ସରପଞ୍ଚ ବନମାଳୀ : ପକ୍ଷୀଙ୍କ ପାଇଁ ଗଛେ ଗଛେ ପାଣି ବ୍ୟବସ୍ଥା, ମାନବିକତାର ଅନନ୍ୟ ଉଦାହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରା ପାଇଁ ବଲାଙ୍ଗିର ଜିଲ୍ଲା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ପରିଚିତ । ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିଲେ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍‌ ଛୁଇଁବା ସାଧାରଣ କଥା। ପ୍ରଚଣ୍ଡ ଗରମ ଓ ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ ।…
Read More...

ଖଣି ଲିଜ୍‌ ସମୟସୀମା ବଢେଇବା ଆଇନ ସମ୍ମତ ନୁହେଁ

ହାଇକୋର୍ଟଙ୍କ ରାୟ ରଦ୍ଦ ପାଇଁ ସୁପ୍ରିମକୋର୍ଟ ଯାଆନ୍ତୁ ରାଜ୍ୟ ସରକାର - ନରସିଂହମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ଯେଉଁ ଖଣି କଂପାନୀକୁ ଯେତେ ବର୍ଷ ପାଇଁ ଲିଜ୍‌ ଦେଇଛନ୍ତି ସେହି ସମୟସୀମା ପୂରଣ ହୋଇଗଲେ ରାଜ୍ୟ ସରକାର…
Read More...

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ” ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ…
Read More...

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା’ ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜପର୍ବ । ଏହି ଅବସରରେ ଆଜି ସିଭିଲ୍ ଟାଉନ୍‌ସିପ୍ ସ୍ଥିତ ମା' ଇନ୍ଦିରା ମହିଳା ସମିତିର ସମସ୍ତ ସଦସ୍ୟାମାନେ ସଭାପତି ପୁଷ୍ପା ଲେଙ୍କାଙ୍କ ଅଧ୍ୟକ୍ଷତାରେ ବସୁମତୀ…
Read More...

ରଜ ମହୋତ୍ସବକୁ ପ୍ରଥମ କରି ପାଳିଲା ଶୁଭସ୍ଥିତି ଆପାର୍ଟମେଣ୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ପ୍ଲୁଟନ ମଲ୍ ନିକଟସ୍ଥ ଶୁଭସ୍ଥିତି ଆପାର୍ଟମେଣ୍ଟ ଠାରେ ପ୍ରଥମ କରି ୩ ଦିନ ଧରି ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୧୨୧ ପରିବାର ଥିବା ଏହି ଆପାର୍ଟମେଣ୍ଟର ସଭାପତି ଡ. ଗୋଲକ ବିହାରୀ ମଙ୍ଗରାଜଙ୍କ ସଭାପତିତ୍ୱ ଓ ଅତିରିକ୍ତ…
Read More...

ଭଦ୍ରକ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଆୟୋଜିତ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି : ଭଦ୍ରକ ସାଂସଦଜନକଲ୍ୟାଣକାରୀ ଯୋଜନାକୁ ଗଣମାଧ୍ୟମ ପାଖରେ ପହଞ୍ଚାଇବାରେ ବାର୍ତ୍ତାଳାପର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପିଆଇବି ଏଡିଜିସାମାଜିକ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା…
Read More...

ଡାକ୍ତରଙ୍କ ଅନୁପସ୍ଥିତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ

ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ଚରମ ଅବ୍ୟବସ୍ଥା ଓ ଡାକ୍ତରୀ ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି । ଚିଙ୍ଗେରବନ୍ଧ ଗ୍ରାମର ଶରତ ମେହେରଙ୍କ ସ୍ତ୍ରୀଙ୍କୁ…
Read More...

ଜେଲ୍‌ରୁ ପୁଅକୁ ମୁକ୍ତ କରାଇବା ନାଁରେ ଠକେଇ, କୋରେଇ ଥାନାରେ ମାମଲା ରୁଜୁ

ଯାଜପୁର : ଜେଲ୍‌ରେ ଥିବା ପୁଅକୁ ମୁକ୍ତ କରାଇଦେବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋରେଇ ଥାନା ଅନ୍ତର୍ଗତ ଚନ୍ଦାମା ଗ୍ରାମର…
Read More...

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗିରର ଝିଅ କଳ୍ପନାଙ୍କୁ ଜୁନିୟର ଫେଲୋସିପ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଂସାରିପଡ଼ା ବାସିନ୍ଦା ତଥା ପଶ୍ଚିମ ଓଡ଼ିଶା ସୁପରିଚିତ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପକ୍ଷରୁ ଜୁନିୟର ଫେଲୋସିପ୍ ୨୦୨୫-୨୬ ରେ ମନୋନୀତ ହୋଇଛନ୍ତି । ସେ ପଶ୍ଚିମ ଓଡ଼ିଶା ପାରମ୍ପରିକ ଢାପ ନୃତ୍ୟ ଉପରେ…
Read More...