Daily Archives

ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ

ଦଶ ହଜାର କେ.ଜି ମହୁଲ ପୋଚ ସହ ୧୫୦ ଲିଟର ଦେଶୀ ମଦ ନଷ୍ଟ ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ସୀମାନ୍ତ ଇଲାକା ତୁମୁରିଖୋଲ ଜଙ୍ଗଲ ମଧ୍ୟରୁ ଦୁର୍ବୃତ୍‌ତ୍ତ ମାନେ ଦେଶୀ ମଦ ରନ୍ଧନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିବା ସୂଚନା ମିଳିଛି ।…
Read More...

ପବିତ୍ର ଶ୍ରୀରାମ ନବମୀ ଅବସରରେ ଭବ୍ୟ ପଟୁଆର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀରାମ ନବମୀ ପାଳନ କମିଟି ଆନୁକୂଲ୍ୟରେ ଶୁକ୍ରବାର ଦିନ ଜୟପାଟଣା ସହରରେ ଏକ ବିଶାଳ ପଟୁଆର ସହ ପ୍ରଭୁ ଶ୍ରୀରାମଙ୍କ ରଥାରୂଢ଼ ପ୍ରତିମୂର୍ତ୍ତିକୁ ନେଇ ଏକ ଚିତ୍ତା କର୍ଷକ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି । ଏହି ପାବନ ଅବସରରେ ନିଜକୁ ସାମିଲ…
Read More...

ଟିଟିଲାଗଡ ଓକିଲ ସଙ୍ଘ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହେଲେ ବିକାଶ ଭୋଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ପଦ ପାଇଁ ତିନିଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ । ସେମାନେ ହେଲେ କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୟ ବେହେରା ଓ ବିକାଶ ଭୋଇ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କୃଷ୍ଣଚନ୍ଦ୍ର ସାହୁ…
Read More...

ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମଙ୍କ ନାରରେ ଗୁଞ୍ଜିଲା କେସିଙ୍ଗା ସହର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପବିତ୍ର ରାମ ନବମୀ ଧୁମଧାମରେ ପାଳିତ ହୋଇଯାଇଛି । ସହରରେ ଚାରିଆଡେ ଖାଲି ଗେରୁଆ ରଙ୍ଗର ପତକା ଦେଖିବାକୁ ମିଳିଥିଲା । କେସିଙ୍ଗା ସହର ରାମଙ୍କ ଭକ୍ତିରେ ରାମମୟ ହୋଇଯାଇଥିଲା । କେସିଙ୍ଗା ସହରର ଶ୍ରୀରାମ ଭକ୍ତୋ କି…
Read More...

ଆଗଲପୁରରେ ୩୪ କୁଣ୍ଡିୟ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ତହସିଲ ସଦର ମହକୁମା ସ୍ଥିତ ଭୁଲିଆ ସମାଜ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ଚଉତିରିଶ ଯୋଡି ଯଜମାନଙ୍କ ଆଗ୍ରହ କ୍ରମେ ୩୪ କୁଣ୍ଡିୟ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡ଼ା ଜିଲ୍ଲା ସ୍ଥିତ ହରିପୁର ଗୁରୁକୁଳର…
Read More...

ବାଲିଗୁଡା ଓକିଲ ସଂଘ ନିର୍ବାଚନ : ହରିଶ୍ଚନ୍ଦ୍ର ସଭାପତି, ଅନୀଲ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ୟକାରୀ କମିଟି ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସକାଳ ୭:୩୦ରୁ ଅପରାହ୍ନ ୩ଟା…
Read More...

ଘର ଘର ବୁଲି ପ୍ରବେଶ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ତରଫରୁ ସାରା ରାଜ୍ୟରେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି । ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଗ୍ରାମର ସମସ୍ତ ଶିଶୁ ଯେଭଳି ବିଦ୍ୟାଳୟରେ ନାମ ଲେଖେଇବେ ସେଥପ୍ରତି ଧ୍ୟାନ…
Read More...

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ । ଗାଁକୁ ଗାଁ ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତାକୁ ନଷ୍ଟ କରୁଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ…
Read More...

ଜୟପାଟଣା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେବା ସହିତ କୌଣସି ପଦବୀ ପାଇଁ କେହି ପ୍ରତିଦ୍ୱନ୍ଦି ନ ଥିବାରୁ ସର୍ବସମ୍ମତି କ୍ରମେ ସମସ୍ତ ପଦବୀ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ଘୋଷଣା କରାଯାଇଛି । ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ବେହେରା ସଭାପତି…
Read More...

ସ୍କୁଲ ଛାତ୍ରକୁ ଯୁବକ ମାନେ ନିର୍ଦ୍ଧୁମ ମାଡ଼ ମାରୁଥିବା ଭିଡିଓ ଭାଇରାଲ

ଏଥର ଛାଡିଦେଲୁ ବେଟା ନେକ୍ସଟ ଟାଇମ ପୁରା ଉପର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜଣେ ନବମ କ୍ଲାସ୍ ସ୍କୁଲ ଛାତ୍ରକୁ ୫ରୁ ୬ ଜଣ ଯୁବକ ନିର୍ଦ୍ଧୁମ ମାଡ଼ ମାରିଲେ, ଭିଡିଓ କଲେ ଏବଂ ପୁଣି ଇଷ୍ଟାଗ୍ରାମରେ ପୋଷ୍ଟ କରି "ଏଥର ଛାଡିଦେଲୁ ବେଟା ନେକ୍ସଟ୍ ଥର ପୁରା ଉପର" ବୋଲି ଲେଖି…
Read More...