Daily Archives

ଜଳ ଏବଂ ଲିଙ୍ଗ : ଯେଉଁଠାରେ ଜଳ ପ୍ରବାହିତ ହୁଏ, ସମାନତା ବୃଦ୍ଧି ପାଏ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥାନୀୟ କେନ୍ଦ୍ରର ଇଞ୍ଜିନିୟର୍ସ (ଭାରତ) ଦ୍ୱାରା "ଜଳ ଏବଂ ଲିଙ୍ଗ : ଯେଉଁଠାରେ ଜଳ ପ୍ରବାହିତ ହୁଏ, ସମାନତା ବୃଦ୍ଧି ପାଏ" ଶୀର୍ଷକ ଆଲୋଚନା ଉପରେ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଥିଲା । ରାଉରକେଲା ଇସ୍ପାତ
Read More...

ପଦ୍ମପୁର ବନ ଦୁର୍ଗା ମନ୍ଦିରରେ ମା’ କୁଷ୍ମାଣ୍ଡାଙ୍କ ଆବିର୍ଭାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା' ବନ ଦୁର୍ଗା ମନ୍ଦିର ଠାରେ ରବିବାର ଚୈତ୍ର ଶୁକ୍ଳ ଚତୁର୍ଥୀ ଦିନ ସକାଳ ୭ ଘଣ୍ଟା ସମୟରେ ବନ ଦୁର୍ଗା ମନ୍ଦିର ଠାରେ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ,
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକରେ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ ମାଲପଡା ସ୍ଥିତ ରେଲୱେ ଉପଭୋକ୍ତା ସଂଘ ଅଫିସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସଂପାଦକ ମଧୁସୂଦନ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ପରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ
Read More...

ମୁହଲପାଲିରେ ବିଜେପି ପକ୍ଷରୁ ଦିନଦୟାଲ ଉପାଧ୍ୟାୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ଓ ରବିବାର ଦୁଇଦିନିଆ ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାନସଭା ଲଖମରା ମଣ୍ଡଲ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଠାରେ ସଭାପତି ଟୁନା ଦଣ୍ଡସେନାଙ୍କ ନେତୃତ୍ୱରେ ଦୁଇଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହା ଅଭିଯାନ
Read More...