Daily Archives

ଯୁକ୍ତଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ

୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ : ଗ୍ରେସ ମାର୍କପାଇଁ ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସୁରୁଖୁରୁରେ ଯୁକ୍ତଦୁଇ ପରୀକ୍ଷା ଚାଲୁଥିବା ବେଳେ ହଠାତ ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଘୋର ନିରାଶା ସୃଷ୍ଟି କରିଥିବାବେଳେ
Read More...

ଆନ୍ତର୍ଜାତୀୟ ଗଣିତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆନ୍ତର୍ଜାତୀୟ ଗଣିତ ଦିବସ(ଆଇଡିଏମ୍‌) ଏକ ବିଶ୍ୱବ୍ୟାପୀ ପାଳନ ଅବସର ପ୍ରତିବର୍ଷ ମାର୍ଚ୍ଚ ୧୪ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ, ସଂଗ୍ରହାଳୟ, ପାଠାଗାର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହା ପାଳନ ହୁଏ । ପାଇଥାଗୋରିଆନ ମାନେ ଖ୍ରୀଷ୍ଟପୂର୍ବ ୬ ଶତାବ୍ଦୀରେ
Read More...

ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୪୪ ହଜାର ୧୧୦ ଟଙ୍କା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୪୪ ହଜାର ୧୧୦ ଟଙ୍କା ବାହାରି ଥିବା ଜଣାପଡିଛି । ଦେବୋତ୍ତର ବିଭାଗର ତହସିଲଦାର ରଞ୍ଜନ କୁମାର ମାନସେଠଙ୍କ ତତ୍ତ୍ୱାବଧାନରେ ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ
Read More...

ଜମି ବ୍ରୋକର କାରବାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ପୋଲିସ ୭୫ ଲକ୍ଷ ଟଙ୍କା ଜମି ଠକେଇ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଜମି ବ୍ରୋକର ଅଭିଯୁକ୍ତ ହେଲେ ବଡ ବଜାର ଥାନା ଅଞ୍ଚଳର ସୌମେନ୍ଦ୍ର ସାହୁ, ଶିବ ଶଙ୍କର ଚୌଧୁରୀ ବୋଲି
Read More...

ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା : ସମ୍ବଲପୁରୀ, ଘୋଡ଼ାନାଚ ଓ ଘୁମୁରାରେ ମେଳା…

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ତଥା ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ବିକ୍ରିବଟାର ସୁଯୋଗ ଦେବା ସହିତ ଲୋକ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ
Read More...

ନୂଆପଡ଼ାରେ ‘ପିଏମ୍ କିଷାନ ଉତ୍ସବ ଦିବସ’ ପାଳିତ : ଜିଲ୍ଲାର ୮୪ ହଜାରରୁ ଅଧିକ ଚାଷୀ ୨୨ତମ କିସ୍ତି ପାଇଲେ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୨ତମ କିସ୍ତି ପ୍ରଦାନ ଅବସରରେ ନୂଆପଡ଼ା ଜିଲ୍ଲାରେ “ପିଏମ୍ କିଷାନ ଉତ୍ସବ ଦିବସ” ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପରସାଗୁଡ଼ା ସ୍ଥିତ ବହୁମୁଖୀ ସଭାଗୃହରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ : ସାଙ୍ଗ ନେଇଛି ସାଙ୍ଗର ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ବଡ଼ ଖବର, ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ, ସାଙ୍ଗ ନେଇଛି ସାଙ୍ଗର ଜୀବନ । ଏଭଳି ଏକ ଘଟଣା ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ନିର୍ବଚନ ଗ୍ରାମରେ ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ନିର୍ବଚନ ଗ୍ରାମର ଦୀପକ ନାଏକ
Read More...

ବାଚସ୍ପତିଙ୍କ ଦ୍ଵାରା ସ୍ଥାପତ୍ୟ କଳା ପଣ୍ତିତ ବିଜୟ କୁମାର ତ୍ରିପାଠୀ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ତୀରେ ଅବସ୍ଥିତ ମା' ରାମଚଣ୍ଡୀ ମନ୍ଦିରର ସ୍ଥାପତ୍ୟ କଳା ଓ ପୀଠ ପରିସରର ନିର୍ମାଣ ଶୈଳୀ ଖୁବ୍ ଚମତ୍କାର ମହନୀୟ ପରିକଳ୍ପନା ଅଟେ । ଏହି ମହାନ ପରାକାଷ୍ଠା ପ୍ରତିପାଦନ
Read More...

ଟାଟା ଏସି ଗାଡି ଧକ୍କାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ଗାଡିକୁ ଗୋଡାଇ ଧରିଲା ପୁଲିସ : ଡ୍ରାଇଭର ଅଟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଲାଙ୍ଗିର ଏନଏଚ ୫୭ ସାନ ଝିଙ୍କି ଛକରେ ଏକ ଟାଟା ଏସି ଗାଡି ଧକ୍କାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତରଭା ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ପଧାନ
Read More...