ନୂଆପଡ଼ା ମାରାଗୁଡ଼ା ଲୋକ ମହୋତ୍ସବ–୨୦୨୬ ପାଇଁ ବାଜିଲା ବିଗୁଲ୍ : କମିଟି ସଦସ୍ୟଙ୍କ ଦ୍ଵାରା ପୋଷ୍ଟର ଉନ୍ମୋଚିତ
ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲାର ଇତିହାସ ଐତିହ୍ୟ ଲୋକକଳା ଓ ସଂସ୍କୃତି ର ମହାପାର୍ବଣ "ମାରାଗୁଡ଼ା ଲୋକମହୋତ୍ସବ–୨୦୨୬"ର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଚାର ଫର୍ଦ୍ଦ (ପୋଷ୍ଟର) ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ଵରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ କମିଟିର!-->…
Read More...
Read More...