Daily Archives

ବଲାଙ୍ଗିରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଚଳିତ ବର୍ଷର ବଜେଟ୍‌ "ବିକଶିତ ଓଡ଼ିଶା"ର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଆଜି
Read More...

ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଅଡିଟୋରିୟମଠାରେ ଅନ୍ତର୍ଜାତୀୟ ମହିଳା ଦିବସ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ
Read More...

ପଣ୍ଡରିପାଣିରେ ଆନ୍ତର୍ଜାତୀୟ ମହିଳା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ବ୍ଲକର ଡାଙ୍ଗବାହାଲ ଗ୍ରାମ ପଂଚାୟତ ଅଧିନସ୍ଥ ପଣ୍ଡରିପାଣି ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାଙ୍ଗବାହାଲ ସମିତି ସଭ୍ୟା ଶ୍ରୀମତୀ କଳ୍ପନା ବାରିକ
Read More...

ତହଁକ୍ ତିହାର୍ ଉଦଯାପିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ କୋଶଳ କଳା ମଣ୍ଡଳ ପୁରୁଣା ମଂଚରେ ତହଁକ ତିହାର ଅନୁଷ୍ଠିତ ହୋଇଯାଇଛି । ଗତ ୬, ୭ ଓ ୮ ତିନିଦିନ ଧରି ଚାଲିଥିବା ଏହି ଉତ୍ସବର ପ୍ରଥମ ଦିନରେ କୁରୁଲ ଉଚ୍ଚ ବିଦ୍ୟାଳୟରେ କୋଶଲି ହକାବାଦି, ଦ୍ଵିତୀୟ ଦିନ ଆଲୋଚନା ଚକ୍ର ଓ ତୃତୀୟ ଦିନରେ ମହା
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମାର୍ଚ୍ଚ ଆଠ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାର୍ଟର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ନେତୃତ୍ୱରେ ସିର୍ତ୍ତିଗୁଡା ଗ୍ରାମ
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଏବଂ ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ବରଟୋଲି ଏବଂ ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଆଜି ବାରଟୋଲୀ ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଏନଆଇଟି ରାଉରକେଲାର ଡେପୁଟି ରେଜିଷ୍ଟାର ଡ. ସ୍ଵାଗତିକା ସାହୁ ମୁଖ୍ୟ ଅତିଥି
Read More...

ପିଇବା ପାଣି ପାଇପ ବିଛାଇବା ଆଳରେ ମାଟି ଖୋଳି ଠିକାଦାର ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ), ପଦ୍ମପୁର ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଇପ ଯାଗେ ପାଣି ଯୋଗାଇ ଦିଆଯାଏ । ପଦ୍ମପୁର ଏନ୍‌ଏସି ଅଧିନସ୍ଥ ସୂର୍ଯ୍ୟନଗର ଅଞ୍ଚଳର ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ ନିକଟସ୍ଥ ଗଳିରେ ଆଜିଯାଏ
Read More...

ନାରୀ ପ୍ରତି ସମ୍ମାନ, ସଭ୍ୟ ସମାଜର ପରିଚୟ – ଡ. ହେମନ୍ତ କୁମାର ଦାଶ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା, ଜିଲ୍ଲା ବଲାଙ୍ଗିର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ସମ୍ପାଦକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ. ଦାଶ "ନାରୀ ପ୍ରତି
Read More...

ଜୟପାଟଣା ଡିଗ୍ରୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ସହ ନବ ନିର୍ମିତ କୋଠା ଉଦ୍‌ଘାଟିତ ହୋଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବ ନିର୍ମିତ କୋଠାର ଶୁଭ ଉଦ୍‌ଘାଟନ କରିଥଲେ । ଆୟୋଜିତ ୩୭ତମ
Read More...

ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଓ ଅତିଥି ଶିକ୍ଷକ ପୁରସ୍କୃତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ଶିକ୍ଷାଦାନ ତଥା ରେଡକ୍ରସ ସେବା ଦାନ କ୍ଷେତ୍ରରେ, ବିଜ୍ଞାନ ଶିକ୍ଷକ ତଥା ସ୍କାଉଟ ମାଷ୍ଟର୍ ବିଜ୍ଞାନ ଶିକ୍ଷାଦାନ
Read More...