Daily Archives

ତେଲେଙ୍ଗାନାରୁ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୧୫ ଜଣ ଶ୍ରମିକ ଉଦ୍ଧାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତେଲେଙ୍ଗାନାରୁ ୧୫ ଜଣ ଶ୍ରମିକଙ୍କୁ ସୁବର୍ଣ୍ଣପୁର ପୁଲିସ୍ ଉଦ୍ଧାର କରିଥିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୨୫ ମସିହା ନଭେମ୍ବର ମାସରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା
Read More...

ଡିଏଫଓ ମଦନଲାଲ ଶର୍ମାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ବନ ବିଭାଗର ପଟାଭାଡ଼ି ନର୍ସରୀ ଠାରେ ଡିଏଫଓ ମଦନଲାଲ ଶର୍ମାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଶର୍ମାଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ
Read More...

ସୋନପୁର ଥାନା ପକ୍ଷରୁ ହୋଲି ଉତ୍ସବ ପାଇଁ ଶାନ୍ତି ଓ ସମନ୍ଵୟ କମିଟି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ହୋଲି ଉତ୍ସବ ପାଳନ ପୂର୍ବରୁ ସୁବର୍ଣ୍ଣପୁର ସହରର ବିଭିନ୍ନ ଅଞ୍ଚଳର ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ନେଇ ସୋନପୁର ସଦର ପୋଲିସ ଷ୍ଟେସନ୍ ଠାରେ ଏକ ଶାନ୍ତି ଓ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏସପି ନାରାୟଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ
Read More...

ବଲାଙ୍ଗିର ସହରରେ ପଶ୍ଚିମ ଓଡିଶାର ଭରସା ଯୋଗ୍ୟ ଅଳଙ୍କାର ପ୍ରତିଷ୍ଠାନ ବସୁନ୍ଧରା ଜ୍ୱେଲର୍ସର ପଦାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଭୂଷଣ ନାରୀକୁ ପୂର୍ଣ୍ଣତା ପ୍ରଦାନ କରିଥାଏ । ଆବହମାନ କାଳରୁ ଆଭୂଷଣ ନାରୀର ପ୍ରଥମ ରୁଚି ଓ ପସନ୍ଦ ରହିଆସିଛି । ଏହା ନାରୀର ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିଥାଏ । ସୁନା, ରୁପା, ହୀରାର ପ୍ରମୁଖ ପ୍ରତିଷ୍ଠାନ ବସୁନ୍ଧରା ଜ୍ୱେଲର୍ସ ଭବାନୀପାଟଣା ସହରରେ
Read More...

ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ : କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଟାଏ

ଖଣ୍ଡପଡ଼ା, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ସହରର ମଧୁବନ କ୍ରୀଡାଙ୍ଗନରେ ଚାଲିଥିବା ୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶନିବାର ଅନୁଷ୍ଠିତ ପ୍ରଦର୍ଶନୀ ମ୍ୟାଚରେ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ମହିଳା ଫୁଟବଲ ଟିମ ପରସ୍ପରକୁ ଭେଟିଥିଲେ ।
Read More...

ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ

"ଦର୍ଶକଙ୍କୁ ଆକର୍ଷିତ କରୁଛି କଂସ ଦରବାର" ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ । ଏହିସଭାରେ ସଭାପତିତ୍ୱ ରାମଚନ୍ଦ୍ର ପ୍ରଧାନ, ଅତିଥି ଭାବରେ ଯୋଗ ଦେଇଥିଲେ ଗୁଡ଼ାଭେଲା ବିଡ଼ିଓ ଗୁରେଶ୍ୱର ଭୋଇ,
Read More...

ପୋଲିସ ଉପରେ ଆକ୍ରମଣ : ଏଏସଆଇ ଗୁରୁତର, ୨ ଅଟକ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନାନନ୍ଦ ବେହେରା ଗୁରୁତର ହୋଇଛନ୍ତି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।
Read More...

ନୟାପାଲିରେ ଦୋଳ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଦୋଳ ଉତ୍ସବ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ହରିନାମ ସଂକୀର୍ତ୍ତନ ମହାମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସଂଧ୍ୟାରେ
Read More...

ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି : ପୂଜା ପାଉଛନ୍ତି ଦୋଳ ବିମାନରେ ରାଧାକୃଷ୍ଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରିଛି । ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତିକୁ ସ୍ୱାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି ।
Read More...

ଘନଘନ ବିଜେପିର ମିଶ୍ରଣ ପର୍ବ : ସଭ୍ୟ ଶୂନ୍ୟ ହୋଇଯାଉଛି ବିଜେଡ଼ି ଗଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ, ଛତ୍ରପୁର ବ୍ଲକ, ଗଞ୍ଜାମ ସହର, ଛତ୍ରପୁର ସହରାଞ୍ଚଳରେ ଦୀର୍ଘ ୨୫ ବର୍ଷ ଧରି ଗଢ଼ି ଉଠିଥିବା ବିଜେଡ଼ିର ଗଡ଼ ଏବେ ଧସି ହୋଇଯାଉଛି । ବିଭିନ୍ନ ସ୍ଥାନରେ ଘନଘନ ବିଜେପିର ମିଶ୍ରଣ ପର୍ବ ହେଉଥିବା
Read More...