Yearly Archives

2025

ରାଉରକେଲା ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ୱାଭିମାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ଆର୍‌ଏସ୍‌ପି ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀ ସଂଘ ତରଫରୁ ସ୍ୱଚ୍ଛତା ସ୍ଵଭିମାନ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ସଭାପତି ଭଗବାନ ସେଠୀ, ସଭାପତି (ଗଣମାଧ୍ୟମ ଓ ସମନ୍ୱୟକାରୀ) ଚନ୍ଦ୍ରଭାନୁ ମୁଣ୍ଡା,
Read More...

କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୃତକ ଜଣକ
Read More...

୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇ ଯାଇଛି । ଆଜି ପ୍ରାତଃ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ଜମରତଲା ହାଇସ୍କୁଲ ରାଜେଶ ଖମାରୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,
Read More...

ଗଗନ ବାବାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ସାପ୍ତାହିକ ବଜାର ରାସ୍ତାରେ ଆଶ୍ରମ କରିରେ ରହୁଥିବା ବାବା ଗଗନ ବିହାରୀ ସ୍ୱାଇଁ (୮୭) ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ କାରଣରୁ ସେ ଅସୁସ୍ଥ ଥିଲେ । ଶେଷ ସମୟରେ ପୁତୁରା ଭବାନୀ ଶଙ୍କର
Read More...

ଅବସର ପ୍ରାପ୍ତ କୃଷିବିଭାଗ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ପରଲୋକ

ଭୋଗରାଇ (ଶିବ ନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଜନ୍ମିତ ଅବସରପ୍ରାପ୍ତ କୃଷିବିଭାଗ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ କଟକ ବଡ଼ ମେଡିକାଲ ଯିବା ରାସ୍ତାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀଯୁକ୍ତ ପାତ୍ରଙ୍କୁ ୮୩ ବର୍ଷ ହୋଇଥିଲା ।
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ୍ ଲଉଡିଦର୍ହା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ହରିବନ୍ଧୁ ପ୍ରଧାନ ୮୩ ବର୍ଷଙ୍କ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶର୍ଯ୍ୟାଶାୟୀ ଥିଲେ । ହୃଦୟରେ ଅମାପ
Read More...

୮୫ ବର୍ଷ ବୟସ୍କ ଗର୍ନ୍ଧମାର୍ଦ୍ଦନ ଆନ୍ଦୋଳନର ସତ୍ୟାଗ୍ରହୀ ଆଦିବାସୀ ମହିଳା ଶ୍ରୀମତୀ ତୁଳସୀ ବରିହାଙ୍କ ପାଦ ଧୋଇଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେନ୍ଦୁଭଟା ଗ୍ରାମରେ ଏକ ଅସଂପୂର୍ଣ୍ଣ କଲ୍ୟାଣ ମଣ୍ଡପକୁ ସଂପୂର୍ଣ୍ଣ କରିବା ପାଇଁ ସାଂସଦ ଉନ୍ନୟନ ପାଣ୍ଠିରୁ ୪ଲକ୍ଷ ଟଙ୍କା ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିମନ୍ତ୍ରଣ
Read More...

ବ୍ରହ୍ମାକୁମାରୀ ସଂସ୍ଥାନର ତିନି ଦିନିଆ ରାଜଯୋଗ ଶିବିର ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ଆୟୋଜିତ ଗୋପାଳପୁର ନିକଟସ୍ଥ ରାମଚନ୍ଦ୍ରପୁରରେ ଅବସ୍ଥାପିତ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟରଠାରେ ୨୫ ବର୍ଷର ଅଭିଜ୍ଞତା ସମ୍ପନ୍ନ ମାଇଣ୍ଡ ଟ୍ରେନର (ପ୍ରଶିକ୍ଷକ) ତଥା
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ ତମ ବାର୍ଷିକ କ୍ରୀଡ଼ା ଶନିବାର ଉଦଯାପିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥିଭାବେ ଆଇନଜୀବୀ କେ.ଚନ୍ଦ୍ରଶେଖର ରେଡ୍ଡୀ,
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଂକୁଳ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧରେ ୨୧ ତମ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନ୍ଧାରିବାଞ୍ଜି ସରପଞ୍ଚ
Read More...