ଶ୍ରମ କୋଡ଼ ଲାଗୁ ବିରୁଦ୍ଧରେ ମିଳିତ ମଞ୍ଚର ଗଣ ବିକ୍ଷୋଭ
ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସରକାରଙ୍କ ଶ୍ରମିକ-ବିରୋଧୀ ଶ୍ରମ କୋଡ଼ ଲାଗୁର ପ୍ରତିବାଦରେ ଆଜି ବିଶ୍ରା ଛକ ଠାରେ ମିଳିତ ମଞ୍ଚର ଆହ୍ୱାନରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କଳାବ୍ୟାଚ୍ ପରିଧାନ ସହିତ ପ୍ରତୀକାତ୍ମକ ବିରୋଧ ସ୍ୱରୂପ ଶ୍ରମ କୋଡ଼ ଗେଜେଟକୁ ଦାହ କରି ନୂତନ!-->…
Read More...
Read More...