Yearly Archives

2024

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ପ୍ରଚାର ଓ ବିଜୟ ସଂକଳ୍ପ ସମାବେଶରେ ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କର ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ଶ୍ରୀ ରାୟ ସିଭିଲ ଟାଉନ୍‌ସିପ୍‌ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗଦେଇ ଉପସ୍ଥିତ…
Read More...

କୋଶଳ ପ୍ରବାହର ମହା ପ୍ରଭାବ : ଜହର ପାଣି ପରିବର୍ତ୍ତେ ଏବେ ପାଇବେ ପାବନୀ ଗଙ୍ଗା

ଜୟପାଟଣା, (ଶେଷଦେବ ବେହେରା) : କୋଶଳ ପ୍ରବାହ ନ୍ୟୁଜର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ମହକୁମା ଠାରୁ ଦୁଇ କିଲୋ ମିଟର ଦୁରେ ଅବସ୍ଥିତ ଚିରକା ଗ୍ରାମର କୁସୁମଖୁଣ୍ଟି ପଡ଼ାବସୀ ପାନୀୟ ଜଳର ଉତ୍କଟ ଅଭାବ ଭୋଗି ଆସୁଥିଲେ । ଗାଁ ପାଇଁ ଦିଆଯାଇ ଥିବା ଗୋଟିଏ ନଳକୂପରୁ କ୍ଷୀର…
Read More...

ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ : ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ

କଳାହାଣ୍ଡି : ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ…
Read More...

ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନିର୍ବାଚନୀ ପ୍ରଚାର ମଇଦାନକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସିଂହଦେଓ ଓହ୍ଲାଇଛନ୍ତି ନିର୍ବାଚନୀ ପ୍ରଚାର ମଇଦାନକୁ । ବଲାଙ୍ଗିର ସହରର ୱାର୍ଡ଼ ନମ୍ୱର ୨୦ରେ ଡୋର୍‌ ଟୁ ଡୋର୍‌ ବୁଲି ସେ ବିଜେଡ଼ି ସପକ୍ଷରେ…
Read More...

ବଲେରୋରୁ ୨୫ ପେଟି ବିଦେଶୀ ମଦ ଜବତ କଲା ପୁଲିସ

ବାଉଁଶୁଣି : ବାଉଁଶୁଣି ପୁଲିସ ବ‌ହିରା ଛକ ନିକଟରେ ଚଢ଼ଉ କରି ବଲେରୋ ଗାଡିରୁ ୨୫ ପେଟି ବିଦେଶୀ ମଦ ଜବତ କରିବା ସହ ସହ ୨ ଜଣଙ୍କୁ ଅଟକ ରଖିଛି । ଅଟକମାନେ ହେଲେ ଝାରମୁଣ୍ଡା ଗ୍ରାମର ଭରତ ବାରିକ ଓ ଲୁମରଜନା ଗ୍ରାମର ନରସିଂହ ଗେଜ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବାଉଁଶୁଣି ପୁଲିସ…
Read More...

ପୁଣି ଫେରିଲା ତାତି

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିଲା ତାତି । ୨୦, ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବରଗଡ଼, ନୂଆପଡ଼ା,…
Read More...

ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପ୍ରତି ବର୍ଷ ମେ ମାସ ତୃତୀୟ ଶନିବାର ଦିନ ପାଳନ ହୁଏ । ଚଳିତ ବର୍ଷ ଏହା ମେ ୧୮ ଦିନ ପାଳନ ହେଉଛି । ଆନ୍ତର୍ଜାତୀୟ ସଂଗ୍ରହାଳୟ ପରିଷଦ (ଆଇସିଓଏମ୍‌) ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥାଏ । ପୁରୁଷ ଏବଂ ମହିଳାଙ୍କ…
Read More...

ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି କନେଷ୍ଟବଳ ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଜଣେ କନେଷ୍ଟବଳ । ମୃତକ ଜଣକ ସୋନପୁର ରିଜର୍ଭ ପୋଲିସରେ ସାମିଲ୍‌ ଥିବା ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା(୪୦) । ହୋଟେଲ ବାଥ୍‌ରୁମ୍‌ରୁ ଶଙ୍କରଭାନୁଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ…
Read More...

କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ଭାଜପାର ବିରାଟ ନିର୍ବାଚନୀ ସାଧାରଣ ସଭା

ଆସାମ ମୁଖ୍ୟମନ୍ତ୍ରୀ, ଛତିଶଗଡ କେନ୍ଦ୍ରମନ୍ତ୍ରୀ ସହ ରାଜସ୍ଥାନର ବିଧାୟକ ଷ୍ଟାର୍‌ ପ୍ରଚାରକ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ଫୁଟ୍‌ବଲ୍‌ ଖେଳ ପଡିଆରେ ଭାଜପାର ବିରାଟ ନିର୍ବାଚନୀ ସଭା ଶୁକ୍ରବାର ଦିନ…
Read More...

ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସହ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ନିଜର ଶହ ଶହ ସମର୍ଥକଙ୍କୁ ନେଇ ଆଜି ୱାର୍ଡ…
Read More...