Yearly Archives

2024

୪ ଲକ୍ଷ ଟଙ୍କା ବାଇକ୍‌ରୁ ଜବତ କଲା ଫ୍ଲାଇଂ ସ୍କ୍ୱାଡ୍

ଦେବଗଡ : ବାଇକ୍‌ରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା । ଫ୍ଲାଇଂ ସ୍କ୍ୱାଡ୍ ଦ୍ୱାରା ୩ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି । ଦେବଗଡ ସହରର କଲେଜ ରୋଡ୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍ । ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବାଇକ୍ ମଧ୍ୟ ଜବତ କରିଛି…
Read More...

୮ ଲିଟର ମଦ ଜବତ : ଜଣେ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସର୍ଗୁଲ୍ ପଞ୍ଚାୟତ ଚମ୍ପାଡ଼ୁଲି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ଉ ବେଳେ ୮ ଲିଟର ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ସତ୍ୟ ସାହୁ ।…
Read More...

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର୍

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା - ନିମାପଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଆଇତଳଙ୍ଗ ରାଜସ୍ୱ ନିରିକ୍ଷକଙ୍କ କାର୍ୟ୍ୟାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର୍ । ଦୁର୍ଘଟଣା ଏତେ ଯୋର୍‌ଦାର୍‌ ଥିଲା ଯେ, ବିଦ୍ୟୁତ୍ ଖୁଣ୍ଟଟି ଉପୁଡି ପଡ଼ିବା ସହ…
Read More...

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିବା ସହିତ ବିକାଶ କରିବା ପାଇଁ ଗ୍ୟାରେଣ୍ଟି

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ଲୀଲା ରେଷ୍ଟୁରାଣ୍ଟ ଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଲେ ଯେ, ବିଜେପି ଦ୍ଵାରା ଓଡ଼ିଶା ରାଜ୍ୟ ପାଇଁ ଘୋଷଣା…
Read More...

ବିଶାଳ ରୋଡ଼୍‌ ସୋ’ରେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ବଲାଙ୍ଗିର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଏକ ବିଶାଳ ବାଇକ୍‌ ରାଲିରେ ବାହାରି ବିଜେପି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଏକ…
Read More...

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୬ରୁ ୩୦ ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଆବୁ ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଗାମୀ ୨୦୨୪ ସେପ୍ଟେମ୍ବର ୨୬ରୁ ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ରହ୍ମାକୁମାରୀ…
Read More...

ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶଙ୍କୁ ଭେଟିଲେ ବଲାଙ୍ଗିରର କିନ୍ନର ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ସମାଜରେ ବିଶ୍ୱାସ ରହିଛି, କିନ୍ନରମାନଙ୍କ ଆଶୀର୍ବାଦ ଖୁବ୍‌ ମୂଲ୍ୟବାନ୍‌ । କିନ୍ନରମାନଙ୍କ ଆଶୀର୍ବାଦ ହେଉ କି ଅଭିଶାପ, କେବେ ବି ଫେଲ୍‌ ହୁଏନାହିଁ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଶୈଳଶ୍ରୀ ପେଲେସକୁ ଆସି ବଲାଙ୍ଗିରର କିନ୍ନର ସମୂହ ବିଜେଡ଼ି ବିଧାୟକ…
Read More...

ଛତିଶଗଡ଼ ପୁଲିସକୁ ପୁଣି ସଫଳତା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି ଥିବା ସୂଚନା ରହିଛି । ସୁକମା ଏସ୍‌ପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆର୍‌ଜି ଯବାନ ଟେଟରାଇ ଟୋଲନଇ…
Read More...

ବୈତରଣୀ ନଦୀରୁ ମିଳିଲା ଅଜଣା ମୃତଦେହ

ଯାଜପୁର : ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିବା ସୂଚନା ମିଳିଛି । ଯାଜପୁର ଟାଉନ ଥାନା ବୈତରଣୀ ନଦୀର କୋଦଣ୍ଡପୁର ଘାଟରେ ଲାଗିଛି ଏହି ମୃତଦେହ । ମୃତକକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Read More...

ବିଦେଶୀ ମଦ ଜବତ : ଜଣେ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ଚଢ଼ଉ କରି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଘଣ୍ଟାପଡ଼ା ଗ୍ରାମର ଦେବାଶିଷ ଦାସ । ସୂଚନା ଅନୁଯାୟୀ, ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡ଼ା ଗ୍ରାମରେ ଚଢ଼ଉ କରିଥିଲେ ।…
Read More...