Yearly Archives

2024

ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦିଅନ୍ତୁ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି ସମରେନ୍ଦ୍ର । ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ ସବୁ ଦଳର ରାଜନେତା ଭୋଟ ମାଗିବା ପାଇଁ ଆପଣମାନଙ୍କ ପାଖକୁ ଆସିବେ । ଭୋଟ ଦେବାବେଳେ ଆପଣମାନେ ନିଶ୍ଚିତ ଭାବେ ରାଜନେତାମାନଙ୍କ ଅତୀତ…
Read More...

ଅଞ୍ଚଳର ଉନ୍ନତି, ବିକାଶ ଓ ଶାନ୍ତିକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚାର

ପ୍ରଚାରରେ ସାମିଲ୍‌ ହେଲେ ଭୋଟର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପାଞ୍ଚ ଥର ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଇଛନ୍ତି । ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଆର୍ଥୀକ ବିକାଶ ସହ…
Read More...

ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲେ ୨ ବାଇକ୍‌ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଜଣ ବାଇକ୍‌ ଚୋର । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ । ସୂଚନା ଅନୁସାରେ ଗତ ୯ ତାରିଖ ଦିନ ଅପରାହ୍ନରେ ବଲାଙ୍ଗିର ଲାଲଟିକ୍ରା ନିବାସୀ ସାଫିର ମହମ୍ମଦ ପେଲେସ୍‌…
Read More...

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ୍‌ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲ୍ଲାର ଭୋଟରମାନେ ୮୫ କଣ୍ଟାମାଲ ଏବଂ ୮୬ ବୌଦ୍ଧ ବିଧାନସଭା ସହିତ ୧୩ କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ…
Read More...

ପୁରୁଣା କଟକ ବଜାରରେ ବିଜେଡ଼ି ପକ୍ଷରୁ ବିଶାଳ ରାଲି

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାରେ ରାଜନୈତିକ ସରଗରମ ହୋଇପଡିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କଡା…
Read More...

ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲରୁମ୍ ଖୋଲା ଯାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲରୁମ୍ ଖୋଲା ଯାଇଛି । ସଂପୃକ୍ତ ନିର୍ବାଚନ ଅଞ୍ଚଳ ସମ୍ପର୍କିତ କୌଣସି ତଥ୍ୟ ଜାଣିବାକୁ କିମ୍ବା ଜଣାଇବାକୁ ଚାହୁଁଥିଲେ ଜନସାଧାରଣ ଉକ୍ତ ନିର୍ବାଚନ ଅଞ୍ଚଳ କଣ୍ଟ୍ରୋଲରୁମ୍…
Read More...

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ : ଅମିତ ଶାହା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି କହିଲେ ଯେ, ଚଳିତ ନିର୍ବାଚନରେ ୧୫ ଲୋକସଭା ଓ ୭୫ ବିଧାନସଭା ଜିତିବ ଓ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେବ । ବର୍ତ୍ତମାନ ୪ କ୍ଷେପରେ…
Read More...

ଶ୍ରୀମନ୍ଦିର ହେଉଛି ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ : ହିମନ୍ତ ବିଶ୍ୱଶର୍ମା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରଭୁ ଜଗନ୍ନାଥ ତଥା ଶ୍ରୀମନ୍ଦିର ହେଉଛି ସମଗ୍ର ଓଡ଼ିଆ ଜାତିଙ୍କ ସ୍ୱାଭିମାନର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇଥିବା ଲୋକଙ୍କୁ ଏ ଜାତି କେବେ କ୍ଷମା କରିବ ନାହିଁ । ଏଥିପାଇଁ ଚଳିତ ନିର୍ବାଚନରେ ନବୀନ ସରକାରଙ୍କୁ ହଟାଇ ଓଡ଼ିଶାରେ ତଥା…
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖରେ ଭୋଟ ଦେଇ ମତ ସାବ୍ୟସ୍ତ କରିବେ ଭୋଟର । ତେଣୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଟିଟିଲାଗଡ ପୋଲିସ ଓ ମିଲିଟାରି ଫୋର୍ସର ଏକ ଟିମ୍‌ ଶୁକ୍ରବାର ସଂଧ୍ୟାରେ ସହର ସାରା ପରିକ୍ରମା କରିବାର ଦେଖିବାକୁ ମିଳିଛି । ଥାନାଧିକାରୀ…
Read More...

ବାଇକ୍‌ରୁ ୭ ଲକ୍ଷ ଟଙ୍କା ଜବତ କଲା ପୋଲିସ

ବଡ଼ବିଲ : ବାଇକ୍‌ରୁ ୭ ଲକ୍ଷ ଟଙ୍କା ଜବତ । କେନ୍ଦୁଝର ଜିଲ୍ଲା ବଡ଼ବିଲ କିରିବୁରୁ ଛକରେ ବ୍ଲକିଂ ଚେକିଂ ବେଳେ ଜବତ କଲା ବଡ଼ବିଲ ପୋଲିସ । ଟଙ୍କା ଜବତ ସହ ଜଣଙ୍କୁ ଅଟକ ରଖୁଛି ପୋଲିସ । ତେବେ ଏକ ପରିବହନ ସଂସ୍ଥାର କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଧରିଛି ପୋଲିସ । ଘଟଣାକୁ ନେଇ ପୋଲିସ…
Read More...