Yearly Archives

2024

ପୋଲିଂ କର୍ମଚାରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ୨ ଗୁରୁତର

କୁଚିଣ୍ଡା : ପୋଲିଂ ସାରି ଇଭିଏମ୍‌ ଓ ଭିଭିପାଟ ଧରି ଫେରିବା ବେଳେ ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ କର୍ମଚାରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ନିକଟସ୍ଥ…
Read More...

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସାଢେ ୧୦ଟାରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବ । ମାଟ୍ରିକ, ମାଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ରବିବାର ସକାଳ ୧୧ଟା ୩୦ରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.inରେ ଉପଲବ୍‌ଧ…
Read More...

ବାତ୍ୟା ‘ରେମାଲ’ ଅଧିକ ଘନୀଭୂତ ହୋଇ ଭୀଷଣବାତ୍ୟାରେ ପରିଣତ

ନୂଆଦିଲ୍ଲୀ : ବାତ୍ୟା ‘ରେମାଲ’ ଅଧିକ ଘନୀଭୂତ ହୋଇ ଭୀଷଣବାତ୍ୟାରେ ପରିଣତ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ଉତ୍ତର ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହୋଇ ଆଜି ମଧ୍ୟରାତ୍ରରେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଏବଂ…
Read More...

ନିଆଁରେ ପୋଡି ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନତି ଦୂରରେ ଅବସ୍ଥିତ କୁରୁଲ ରାମଜୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ଶୁଭଶ୍ରୀ ନାଏକଙ୍କ ଆକସ୍ମିକ ନିଆଁରେ ପୋଡି ଗତ ୨୪ ତାରିଖ ସକାଳେ କଟକ ସ୍ଥିତ ଶ୍ରୀରାମ…
Read More...

ନାବାଳିକାକୁ ସୁରଟରୁ ଅପହରଣ ଘଟଣା : ଉଦ୍ଧାର ପାଇଁ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଧୀନସ୍ଥ ଯାମୁନି ଗ୍ରାମରୁ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଇଜଣ ଦଲାଲ ସୁରଟକୁ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଋଷିପୁର…
Read More...

ନିର୍ବାଚନ ପରେ ଗାଁ ବୁଲି ସମସ୍ୟା ଶୁଣିଲେ ନରସିଂହ

ବିସ୍ତାପିତଙ୍କ ସମସ୍ୟା ସମାଧାନ ପାଇଁ ଅବହେଳା କରାଯିବ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପରେ ଗାଁ ବୁଲି ସମସ୍ୟା ଶୁଣିଲେ ନରସିଂହ । ବିସ୍ତାପିତଙ୍କ ସମସ୍ୟା ସମାଧାନ ପାଇଁ ଅବହେଳା କରାଯିବ ନାହିଁ ବୋଲି ସେ କହିଛନ୍ତି । ନିର୍ବାଚନ ସରିଛି ସତ କିନ୍ତୁ ଲୋକଙ୍କର ବିଶ୍ୱାସ…
Read More...

ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ : ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୪ ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ, ପରେ ମାରଣାସ୍ତ୍ର ଦେଖେଇ ଡ଼ିକିଖୋଲି ୪ ଲକ୍ଷ ଲୁଟିନେଲେ ୩ ଜଣ ଦୁର୍ବୁତ୍ତ । ଏହି ଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ କେନାଲ ନିକଟରେ ଘଟିଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି…
Read More...

ସାଲେଭଟାରେ ସୂର୍ଯ୍ୟଙ୍କ ଅଦୃଶ୍ୟ ଛାୟା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଠାରେ ଜିରୋ ସେଡୋ ଡେ ଆଜି ସୂର୍ଯ୍ୟଙ୍କ ଶୁନ୍ୟଛାୟାର ବିରଳ ଦୃଶ୍ୟମାନ ହୋଇଛି । ଛୋଟ ବେଳୁ ଆମେଶୁଣି ଆସିଛେ ଛାଇ ଆମ ପିଛା ଛାଡେନାହିଁ । ସୂର୍ଯ୍ୟର ଆଲୋକ ଆମ ଉପରୁ ଭୁପୃଷ୍ଠରେ ପଡି ଛାଇ ସୃଷ୍ଟି ହୁଏ । ଆମ…
Read More...

ନିର୍ବାଚନ ଡ୍ୟୁଟିରେ ଥିବା ଶିକ୍ଷକଙ୍କ ମୃତ୍ୟୁ ଘଟଣା : କୁଟାସିଂହା କ୍ଲଷ୍ଟର ସ୍ତରୀୟ ଶୋକସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ପଟୁଆପାଲି ଗ୍ରାମର ଶିକ୍ଷକ ସୁଶିଳ କୁମାର ଆଚାଯ୍ୟ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅକାଳ ମୃତ୍ୟୁ ଯୋଗୁଁ କ୍ଲଷ୍ଟର ସ୍ତରୀୟ ଶୋକସଭା ଅନୁଷ୍ଠିତ ହୋଇଛି । କୁଟାସିଂହା କ୍ଲଷ୍ଟର ସିଆରସିସି ନିରଞ୍ଜନ ପଧାନଙ୍କ…
Read More...

ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ମାସ ୯ ତାରିଖ ଦିନ ଦିବା ୯ଟା ସମୟରେ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା…
Read More...