Yearly Archives

2024

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଯମତା

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଜମତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ବଲାଙ୍ଗିର ସହରର ୱାର୍ଡ ନଂ.୧୪ ଓ ୧୫ ମାଲପଡା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଏକ ମହିଳା ସଚେତନତା ଧର୍ମି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି କିଭଳି ଭାବରେ ସଂଗଠନ ପ୍ରଥମେ ବଲାଙ୍ଗିର ଜିଲ୍ଲା ଏବଂ ପରବର୍ତ୍ତି ସମୟରେ ପଶ୍ଚିମ ଓଡିଶା…
Read More...

ଆଟଗାଁ ଜଗନ୍ନାଥ ମନ୍ଦିର ରଥ ଓ ମହାପ୍ରଭୁଙ୍କ ହାତ ଭାଙ୍ଗି ଯାଇଥିବାରୁ ଦେବାଳୟ ସୁରକ୍ଷା କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଟଗାଁ ମନ୍ଦିରରେ ଦେବାଳୟ ସୁରକ୍ଷା କମିଟି ଏବଂ ଦୁର୍ଗାପୂଜା କମିଟି ଗ୍ରାମବାସୀଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ବିଭାଗ ଅଧିନରେ ବଲାଙ୍ଗିର ଆଟଗାଁ ମନ୍ଦିର ମଧ୍ୟ ଥିବାରୁ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୂଚନା ଆଧାରରେ…
Read More...

ମିଶନ ପ୍ଲାଣ୍ଟେସନ୍‌ ବୃକ୍ଷ ହିଁ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମିଶନ ପ୍ଲାଣ୍ଟେସନ୍‌ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ, ଆଧୁନିକ ଯୁଗରେ ମଣିଷ ସୌନ୍ଦର୍ଯ୍ୟକୁ ପ୍ରାଥମିକତା ଦେବା କାରଣରୁ ବର୍ଷ ବର୍ଷ ଧରି ଲୋକଙ୍କୁ ଛାଇ ଯୋଗାଉ ଥିବା ଗଛକୁ ମଧ୍ୟ କାଟି ଧ୍ୱସଂ କରାଯାଉଛି । ଯାହା ଫଳରେ ପ୍ରତ୍ୟେକ…
Read More...

ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଆଦ୍ୟ ଆଷାଢ଼ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆଭାସୀ ମାଧ୍ୟମରେ ଆଦ୍ୟ ଆଷାଢ଼ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

ନୂତନ ଅପରାଧିକ ଆଇନ ସମ୍ପର୍କରେ ସୂଚନା ଦେଲେ ବଲାଙ୍ଗିର ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ଋଷିକେଶ ଖିଲାରୀ । ଆଜି ପୂର୍ବାହ୍ନ ୧୦ଟା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର…
Read More...

ସୋମବାର ସକାଳେ ଶାଶୁ ଘରକୁ ବିଜେକଲେ ମା’ ରାମାୟଣାମ୍ମା ଠାକୁରାଣୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ପ୍ରତ୍ୟୁଷରେ ଠାକୁରାଣୀ ଶାଶୁଘର ପାଦ ଥାପିଥିଲେ । ଭକ୍ତମାନଙ୍କ ଦ୍ୱାରା ଦେବୀଙ୍କୁ ପାଛୋଟି ନେଇ ଦେବୀଙ୍କୁ ରତ୍ନ ସିଂହାସନ ଆରୋହଣ କରାଇଥିଲେ । ଅପୂର୍ବ ଆନନ୍ଦର ଲହରୀ ମଧ୍ୟରେ ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମାଙ୍କ…
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ୍‌ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ…
Read More...

ତ୍ରିଦିବସୀୟ ବ୍ଲକସ୍ତରୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଯୁଗ ସହତାଳ ମିଳାଇ ଭବିଷ୍ୟତର ଆହ୍ୱାନକୁ ସମ୍ମୁଖୀନ ହେବା ଲକ୍ଷ୍ୟ ନେଇ ନୂତନ ଭାବରେ ହାଇସ୍କୁଲ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କୌଶଳୀ ପାଠ୍ୟକ୍ରମ ସମ୍ପର୍କିତ ପ୍ରଶିକ୍ଷଣ ପଦ୍ମପୁର ସରକାରୀ…
Read More...

ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତ ଓ ସଚେତନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରିଷ୍ଠ ସାମ୍ବାଦିକ ତପନ ଦାଶ ଯୋଗ ଦେଇ ନୂତନ ଅପରାଧିକ ଆଇନ ଦେଶର ନାଗରିକଙ୍କୁ ପ୍ରାଥମିକତା ଦେଇ ନ୍ୟାୟ ପ୍ରଦାନ ଦିଗରେ…
Read More...