Yearly Archives

2024

ଚୈତନ୍ୟ ଦେବୀ ମଣ୍ଡପରେ ଅଭିନୀତ ଚେତନଲୀଳା ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଈଶ୍ୱରୀୟ ଜ୍ଞାନ କାର୍ଯ୍ୟକ୍ରମ ଯାହା ଚୈତନ୍ୟ ଦେବୀ ମଣ୍ଡପରେ ଅଭିନୀତ ଚେତନଲୀଳା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ…
Read More...

ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନ୍‌ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ରବିବାର ଏଚିଭର୍ସ ହେଲ୍‌ପିଙ୍ଗ ଫାଉଣ୍ଡେସନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦିବାକର ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ…
Read More...

ସଇଁତଲାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

ସଇଁତଲା, (ପ୍ରମୋଦ ସେଲମା) : ତିନୋଟି ନୂଆ ଅପରାଧିକ ଆଇନ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି । ଏନେଇ ସଇଁତଲା ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି…
Read More...

ଅଜଣା ଗାଡି ଧକ୍କାରେ ୨ ଜଣ ଯୁବକ ଗୁରୁତର : ବଲାଙ୍ଗିର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଅପରାହ୍ନ ୨ଟା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ସଇଁତଲା ଥାନା କରେଲଧୁଆ ଓଭର ବ୍ରିଜ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ନାମ ଲବ ସାହୁ(୪୫) ସଇଁତଲା ଥାନା ଘୁନସର ଓ ନରେନ୍ଦ୍ର ବାରିକ(୩୫) କେସିଙ୍ଗା ଥାନା…
Read More...

ସିସିଟିଭି ଦେଖି ଘଟଣାର ତଦନ୍ତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକଙ୍କ ମୃତଦେହ ଛାଡ଼ି ପଳାଇବା ଘଟଣାରେ ସିସିଟିଭି ଫୁଟେଜ୍‌ ମିଳିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି । ମୃତ ପ୍ରଶାନ୍ତ ପରିଆଲ ଓରଫ ଗୁଣ୍ଡୁଙ୍କ ସହିତ କାମ କରୁଥିବା ଲୋକେ ହିଁ ତାଙ୍କୁ ଡାକ୍ତରଖାନା ନେଇ ଆସିଥିଲେ ।…
Read More...

ମୁରିବାହାଲ ଥାନା ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ନୂତନ ଭାରତର ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା ଶିବିର ସୋମବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଥାନା ଆଇଆଇସି ସିପୋରା…
Read More...

ସୁସ୍ଥ, ସୁନ୍ଦର ସବୁଜିମା ପରିବେଶ ଗଠନ ନିମନ୍ତେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟରେ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ନିମନ୍ତେ ଏକ ପଦଯାତ୍ରା ରବିବାର ସହର ପରିକ୍ରମା କରିଛି । ଉକ୍ତ ପଦଯାତ୍ରାରେ…
Read More...

ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ, ସଭାପତି ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସମ୍ପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ବିଗତ ବର୍ଷର ପରିବେଶ…
Read More...

ଆଭା ଏସ୍‌. ଏଲ୍‌. ସି. ଏ. ପକ୍ଷରୁ ମାଦକ ଦ୍ରବ୍ୟର ଦୁରୁପଯୋଗ ତଥା ବେଆଇନ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳନ…

ଭୁବନେଶ୍ୱର : ଭୁବନେଶ୍ୱର ଆସୋସିଏସନ୍‌ ଫର୍‌ ଭଲ୍ୟୁଣ୍ଟରି ଆକ୍ସନ(ଆଭା) ଦ୍ୱାରା ପରିଚାଳିତ ରାଜ୍ୟ ସ୍ଥରୀୟ ସମନ୍ୱୟ କାରି ସଂସ୍ଥା(ଏସ୍‌. ଏଲ୍‌. ସିଏ) ଓଡିଶା ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ଡ୍ରଗ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧରେ…
Read More...

ପ୍ରମୋଦ ଭୋଇଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଦେଓଗାଁ, (କେପିଏନ୍‌ଏସ୍‌) : ବାହାଘର ଚାଲିଥିଲା । ସମସ୍ତେ ଖୁସିମଜାରେ ନାଚ ଗୀତ କରୁଥିଲେ । ହେଲେ କିଛି କ୍ଷଣ ପରେ ହଠାତ୍ ଏମିତି ଏକ ଖବର ଆସି ପହଞ୍ଚିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା । ବାହାଘର ଚାଲିଥିବା ସ୍ଥାନରୁ ଅଳ୍ପ ଦୂରରେ ବରପିଲାଙ୍କ ନିକଟ ସଂପର୍କୀୟଙ୍କ ଶବ ପଡ଼ିଥିବା…
Read More...