Yearly Archives

2024

ମୃତ ଛାତ୍ରଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ଘୋଷଣା କଲେ ସରକାର ଓ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ରାତିରେ ପଦ୍ମପୁର ଅନ୍ଵେଷା ହଷ୍ଟେଲ ଅନ୍ତେବାସୀ ପ୍ରିନ୍ସ କୁମ୍ଭାରଙ୍କର ହଷ୍ଟେଲରେ ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରାଜ୍ୟ ସରକାରଙ୍କର ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ମୃତ ଛାତ୍ରଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ…
Read More...

ଐତିହାସିକ ୪୬ତମ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କଲା ଭାରତ

ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଭାରତ ଅଗ୍ରଣୀ : ବିଶ୍ୱ ଐତିହ୍ୟ ସଂରକ୍ଷଣ ପାଇଁ ୟୁନେସ୍କୋକୁ ୧ ନିୟୁତ ଡଲାର ଅନୁଦାନଭାରତର ୪୩ତମ ସ୍ଥଳ ଭାବେ ମୈଦାମକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ମିଳିଛି‘‘ବିରାସତ୍ ପର୍ ଗର୍ବ (ଐତିହ୍ୟକୁ ନେଇ ଗର୍ବ)’’: ଗତ ଦଶନ୍ଧିରେ ୧୩ଟି ବିଶ୍ୱ…
Read More...

ଡେପୁଟି କଲେକ୍ଟରଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସଚିଦାନନ୍ଦ ମିଶ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ତାଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ…
Read More...

ଘୋରଡ଼ିଆ ରାଧାକାନ୍ତ ମନ୍ଦିରରେ ଅଷ୍ଟପ୍ରହରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଘୋରଡ଼ିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଅଷ୍ଟପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ଭେଳ ନଡିଆ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ ।…
Read More...

ଧଣ୍ଡାମୁଣ୍ଡା ଶାନ୍ତିପୁର ତ୍ରିନାଥ ସେଲ୍ସରେ ବଲାଙ୍ଗିର ସିଟି ଓ ଜିଏସ୍‌ଟି ଟିମ୍‌ର ମିଳିତ ଚଢ଼ାଉ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବୁଧବାର ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗର ଏକ ୮ ଜଣିଆ ଟିମ୍‌ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶାନ୍ତିପୁର ଠାରେ ଥିବା ନିରଞ୍ଜନ ସାହୁଙ୍କ ତ୍ରିନାଥ ସେଲ୍ସ ଦୋକାନ ସହ ଗୋଦାମ ଘରରେ ଅତର୍କିତ ଚଢାଉ କରିଥିବା…
Read More...

କଲମପୁରରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ସମ୍ବାଦ ଆମ ଓଡିଶା ପକ୍ଷରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ୍‌ ୨୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ବିଡ଼ିଓ ବିଜୟକୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ…
Read More...

ଲେବଡା ଅଞ୍ଚଳର ୪ଜଣ ସ୍ଵେଚ୍ଛାସେବୀ ଗୋଟିଏ ଦିନରେ ରକ୍ତଦାନ କରି ଅସହାୟଙ୍କ ଜୀବନ ବଞ୍ଚାଇଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗସିରା ପଞ୍ଚାୟତ ଗୌଡତୁଲା ଗ୍ରାମର ଚୁଲେଶ୍ୱରୀ ସାହୁ(୨୬)ଙ୍କ ଶରୀରର ରକ୍ତ ୫.୦ ଓ ମୁରିବାହାଲ ବ୍ଲକ ଚାଉଳଫୁପୁଡ଼ା ଗ୍ରାମର ଦେବକୀ ତାଣ୍ଡି (୪୫) କିଡନୀ ରୋଗରେ ପୀଡିତ ଥିବା ବେଳେ ତାଙ୍କ ରକ୍ତ ୬.୪ ହୋଇଯାଇଥିଲା…
Read More...

ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ ରାଉରକେଲା ଶାଖା ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦଙ୍କ ୬୧ତମ ପୂଣ୍ୟତିଥି ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ରୂପେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ…
Read More...

ଆର୍ନ୍ତଃଜାତୀୟ କରାଟେରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତା ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଅଷ୍ଟମ ଆର୍ନ୍ତଃଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆନ୍ସ ଚ୍ୟାଲେଞ୍ଜର କପ୍‌ରେ ବଲାଙ୍ଗିର କରାଟେକାମାନେ ୯ ଗୋଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ମୋଟ୍‌ ୧୮ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାକୁ…
Read More...

ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତରେ ଅବଦାନ ନେଇ ଆଲୋଚନା ଚକ୍ର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ କେ.ଭି. କଲେଜରେ କାର୍ଯ୍ୟରତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତରେ ଅବଦାନ ନେଇ ଏକ ଆଲୋଚନା ଚକ୍ର ମଙ୍ଗଲବାର ଦିନ ସ୍ଥାନୀୟ ବନମାଳି ପ୍ୟାଲେସର ସଭା ବଙ୍କୁଏତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।…
Read More...