Yearly Archives

2024

ଜିଲ୍ଲା ସଭାପତି ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମଙ୍ଗଳବାର ଦିନ ଜିଲ୍ଲା ସଭାପତି ଦେବକୀ ସାହୁ ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ ଜାରି ରଖିଥିଲେ । ଜିଲ୍ଲା ସଭାପତି ଦେବକୀ ସାହୁ, ନୀରୁପମା ମାଝି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ…
Read More...

ଅବସର ଗ୍ରହଣ କଲେ ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ

ଖଡ଼ିଆଳ, (କେପିଏନ୍‌ଏସ୍‌) : ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ ଦୀର୍ଘ ଛତିଶ ବର୍ଷ ଶିକ୍ଷାଦାନ ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଯୋଶୀଙ୍କ ସଭାପତିତ୍ୱରେ ଏକ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ…
Read More...

ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ସ୍ଥାନୀୟ ମ୍ୟୁନିସିପାଲ୍‌ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁର ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ…
Read More...

ରାଉରକେଲା କଲେଜରେ ଲାଇବ୍ରେରୀ ମୁକ୍ତ ବିତରଣ ବ୍ୟବସ୍ଥା ସହ ନୂତନ ଗୃହ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜରେ କମ୍ପ୍ୟୁଟର ଯୁକ୍ତ ମୁକ୍ତ ବିତରଣ ବ୍ୟବସ୍ଥା ଲାଇବ୍ରେରୀର ନୂତନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଲାଇବ୍ରେରୀ ଇନ୍‌ଚାର୍ଯ ପ୍ରଫେସର ତପସ୍ୱିନୀ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର…
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶ୍ରୀମତୀ ନନ୍ଦିନୀ ମିଶ୍ର ସହକାରୀ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ । ପୂର୍ବତନ…
Read More...

ଅଧିନିୟମ ୩୭୭ ଅନୁଯାୟୀ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀକଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ବିଜୁ ଜନତାର ସରକାର ସମୟରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଖଣି ଦୁର୍ନୀତି ଉପରେ ସାହା କମିଶନ ସମୀକ୍ଷା କରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତତ୍କାଳୀନ ବିଜୁ ଜନତାଦଳର ସରକାର ରାଜ୍ୟ ଭିଜିଲାନ୍ସ ବିଭାଗ ଖଣି ଦୁର୍ନୀତିର ତଦନ୍ତ କରି ଖଣି…
Read More...

ୟୁପି ଢଙ୍ଗରେ ଓଡିଶାରେ ବି ହେଉ ‘ଲଭ୍‌ଜିହାଦ’ ଆଇନ – ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ପ୍ରଦେଶ ବିଧାନସଭାରେ ଗତକାଲି ଲଭଜିହାଦ ବିରୋଧୀ ବିଲ୍ ପାରିତ ହୋଇଥିବା ବେଳେ ଲଭଜିହାଦ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି । ତେବେ ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି…
Read More...

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ୨ ବର୍ଷ ଭିତରେ କ୍ରମାଗତ ଘଟି ଚାଲିଥିବା ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଉଦ୍‌ବେଗ ପ୍ରକାଶ ପାଇଛି । ଭାରତୀୟ ରେଳବାଇ ନେଟୱାର୍କରେ ରେକର୍ଡ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରୁଥିଲା ବେଳେ ରାଜସ୍ୱ ଆଦାୟରେ ମଧ୍ୟ ଆଗୁଆ । ଆମ…
Read More...

କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ଖବର ମିଳିଛି । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ…
Read More...

ଲେଡି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ଅନୁଷ୍ଠାନ ଲେଡ଼ି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା ସେକ୍ଟର ୬ ସ୍ଥିତ ସରୋବର ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ ଓ ପ୍ରିୟା ଯାଦବଙ୍କ ସଂଯୋଜନାରେ…
Read More...