Yearly Archives

2024

ଯୁବ ଛାତ୍ର ସମାଜର ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗଣଦୃଷ୍ଟି ପାଠଶାଳା ଆୟୋଜିତ

ପିଲାଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ଅଭିଭାବକ ଓ ଗୁରୁଜନ ବରଗଡ଼, (ନିରୋଜ କୁମାର ପାଣୀ) : ଏକବିଂଶ ଶତାବ୍ଦୀରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ପ୍ରସଙ୍ଗ ପାଲଟିଛି । ନିକଟରେ ସଂସଦରେ ଭାରତ ସରକାରଙ୍କ ଅର୍ଥନୈତିକ ରିପୋର୍ଟରେ ମଧ୍ୟ ଦେଶରେ ଛାତ୍ର ଓ…
Read More...

ଗ୍ରାମୀଣ ନାଟ୍ୟ ଦିବସ ନିମନ୍ତେ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ଏକ ନାଟକ ପ୍ରଯୋଜନା ନିମନ୍ତେ ଗତ ଦୁଇ ଦିନ ହେଲା ନାଟକର ରିହର୍‌ସଲ୍ ଅବା କଳାକାରଙ୍କୁ ନେଇ ଆଖଡା ଆରମ୍ଭ ହୋଇଯାଇଛି । ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ରଚିତ…
Read More...

ଆଜିଠୁ ରାଜ୍ୟରେ ବଢିବ ବର୍ଷା : ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବ ବର୍ଷା । ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ, ମାଲକାନଗିରି, ବରଗଡ ଏବଂ ସମ୍ବଲପୁର । ଏଠିକାର ଜିଲ୍ଲା ପ୍ରଶାସନ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଝାଡ଼ଖଣ୍ଡ ଉପରେ ଏକ…
Read More...

ଟ୍ରାକ୍ଟର୍ ଓଲଟି ଜଣେ ମୃତ : ଜଣେ ଗୁରୁତର

କେନ୍ଦୁଝର : ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ । ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ…
Read More...

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ନେଇ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ଉଲ୍ଲେଖ…
Read More...

ଅନ୍ଵେଷା ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ମାମୁଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଆଦିବାସୀ ପିଲାଙ୍କର ପାଠପଢା ତଥା ଉଜ୍ୱଳ ଭବିଷ୍ୟତ ପାଇଁ ନିର୍ମାଣ କରିଛନ୍ତି ଅନ୍ଵେଷା ଯୋଜନା ଅନ୍ତର୍ଗତ ହଷ୍ଟେଲ । କିନ୍ତୁ ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ…
Read More...

ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ମହିଳା ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାଝୀଗୁଡ଼ା ଗାଁର କାଳନ୍ଦୀ ତାଣ୍ଡି(୬୦) । ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ…
Read More...

ଶିକ୍ଷକ ବଦଳି ଓ ଡେପୁଟେସନ୍‌ ପ୍ରତିବାଦରେ ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ : ଧାରଣାରେ ବସିଲେ ଅଭିଭାବକ ଓ…

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ କେଉଁମାଲ ଗ୍ରାମବାସୀ ୟୁପି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ସିଆର୍‌ସିସି ଶମ୍ଭୁପ୍ରସାଦ ନାଏକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।…
Read More...

ଘସିଏନ୍‌ରେ କଇଁଚି ଭୁଷି ହତ୍ୟାକଲା ଅଭିଯୁକ୍ତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ୍‌ ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ । ଏହି ଘଟଣାରେ ଜଣେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା…
Read More...

ବିଳମ୍ବିତ ରାତିରେ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଲେ ବିଧାୟକଙ୍କ ପ୍ରତିନିଧି

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତୀର୍କୀଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ସି. ଏଚ୍‌. ସି. ବିଶ୍ରା ମେଡ଼ିକାଲ୍‌ରେ ଆକସ୍ମିକ ନିରୀକ୍ଷଣ ପାଇଁ ପହଁଚିଲା ପରେ ରୋଗୀଙ୍କ ସହ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ବୀରମିତ୍ରପୁର ବିଧାୟକଙ୍କ…
Read More...