Yearly Archives

2024

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ଜଣେ ନାବାଳିକା ଯୁବତୀକୁ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୩୨୯/୨୪ କ୍ରମେ ଦଫା ୩୭୬ (୨), ୬ ପୋସ୍କୋ ମାମଲା କରି ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗିର କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତ କବିରଥ ଦଣ୍ଡସେନା (୪୦)…
Read More...

ବାଇକ୍‌ ଲୁଟ୍‌ ଅଭିଯୋଗରେ ୬ ଜଣ ଅଭିଯୁକ୍ତ ଗିରଫ : ବାଇକ୍‌ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳରେ ଜଣେ ଯୁବକଙ୍କ ବାଇକ୍‌କୁ ଲୁଟ୍‌ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୩୩୧/୨୪ କ୍ରମେ ଦଫା ୩୧୦/(୨) ମାମଲା ରୁଜୁ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ସଇଁତଲା କୋର୍ଟକୁ ଚାଲାଣ କରିଥିଲା । ଏଥିରେ ଜାମିନ…
Read More...

ବଜରଙ୍ଗ ଦଳ ମାନବିକତା ଦେଖାଇଲେ : ସହରର ଗଳିକନ୍ଦିରେ ବ୍ଲିଚିଙ୍ଗ ପାଉଡର ଝିଣ୍ଟିଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବର୍ତ୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ସତର୍କତା ଅବଲମ୍ବନ କରି ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ କରି ବ୍ଲିଚିଙ୍ଗ ପାଉଡର ଯୋଗାଣ କରିବା ପରେ ସ୍ଥାନୀୟ ବଜରଙ୍ଗ ଦଳ ଶାଖା ତରଫରୁ…
Read More...

କେ.ଭି. ମହାବିଦ୍ୟାଳୟରେ ଏକ ଦିବସୀୟ ସମ୍ପାନ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି କେ. ଭି. ମହାବିଦ୍ୟାଳୟର ଲିଟରେରୀ ସୋସାଇଟି ଆନୁକୂଲ୍ୟରେ 'ପ୍ରଫେସର ଲୋହିତାକ୍ଷ ଯୋଷୀଙ୍କ ସାହିତ୍ୟ ଜଗତକୁ ଅବଦାନ: ଏକ ଆକଳନ' ଶୀର୍ଷକ ଏକ ଏକଦିବସୀୟ ସଂପାନ୍ନ ତା ୩୦/୦୬/୨୦୨୪ରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ପଦ୍ମଲୋଚନ…
Read More...

ବାବେଜୁରୀରେ ଅନିୟନ୍ତ୍ରିତ କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର : ବଲାଙ୍ଗିର ସ୍ଥାନାନ୍ତର, ଡ୍ରାଇଭର ଫେରାର୍‌

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରୀଡ୍‌ ତଥା ବାବେଜୁରୀ ମନ୍ଦିର ବୁଲାଣି ନିକଟରେ ବୁଧବାର ଅପରାହ୍ନରେ ଦ୍ରୁତଗତିରେ ଯାଉଥିବା ଏକ ଅନିୟନ୍ତ୍ରିତ କାର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ…
Read More...

ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଗୋଶାଳା ନିମନ୍ତେ ଭୂମି ପୂଜନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନ ଆମ୍ବ ପଞ୍ଚାୟତ ଲଇଛଣପୁର ଗ୍ରାମରେ ଥିବା ଶ୍ରୀ ରଘୁନାଥ ଜୀଉଙ୍କ ପ୍ରାଙ୍ଗଣରେ ଆଜି ଏକାଦଶୀ ତିଥି ଉପଲକ୍ଷେ ବ୍ଲକ ସଭାପତି ବିଶେମ୍ବର ଓଝାଙ୍କ ନେତୃତ୍ୱରେ ଶ୍ରୀ ଜୀଉଙ୍କ ପରିସରରେ ଏକ ଗୋଶାଳା ସ୍ଥାପନା କରିବା ପାଇଁ ଭୂମି ପୂଜନ କରାଯାଇଛି…
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଯୁବ-ରେଡକ୍ରସ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡକ୍ରସ ସଭାପତି ଡ. ଅଜୟ କୁମାର…
Read More...

ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବ୍ଲକର ସ୍ୱଚ୍ଛ ଭାରତର ଦୁଇ ଆଦର୍ଶ ଗ୍ରାମ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ଡିଏଲସି ଡ. ପ୍ରଶାନ୍ତ ନାୟକ ମୁରିବାହାଲ ବ୍ଲକର ସ୍ୱଚ୍ଛ ଭାରତ(ଗ୍ରାମୀଣ)ର ଦୁଇ ଆଦର୍ଶ ଗ୍ରାମ ଗରଗଡବାହାଲ ପଞ୍ଚାୟତ କନ୍ଦାଖାଲ ଓ କଟାଡୁଙ୍ଗୁରି ଗ୍ରାମକୁ ବୁଧବାର ପରିଦର୍ଶନ…
Read More...

ପାଇକମାଲ ପୋଲିସ ହାତରେ ୪ ଗୋରୁ ମାଫିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଞ୍ଚଳରୁ ଗୋଟିଏ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲେ । ଚଢ଼ାଉ କରି କଣ୍ଟେନରରେ ୧୯ଟି ଗାଇ ସହ ଚାଲାଣରେ ସମ୍ପୃକ୍ତ…
Read More...

ଆଗଲପୁର ବାଂଜିପାଲି ଗାଁରେ ପ୍ରେମିକାକୁ କୀଟନାଶକ ପିଆଇଦେଲା ପ୍ରେମିକ

ବଲାଙ୍ଗିର/ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଂଚଲ୍ୟ । ଜନ୍ମଦାତ୍ରୀ ମା’ର ଆଖି ଆଗରେ ଘଟିଗଲା ସବୁ ଘଟଣା । ତାଙ୍କ ଝିଅକୁ ଜୋର୍‌ ଜବର୍‌ଦସ୍ତ କୀଟନାଶକ ପିଆଇଦେଲା ଯୁବକ । ସଂସାର ଛାଡ଼ିଦେଲା ଝିଅ । ଏମିତି ଏକ ଅଭାବନୀୟ ଘଟଣା ଆଜି ଆଗଲପୁର ବ୍ଲକ୍‌ ତଥା ସାରା…
Read More...