Yearly Archives

2024

ଘରୁ ସୁନା ଅଳଙ୍କାର ଚୋରି : ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଧରପଗଡ ନୂଆବସ୍ତିର ସତ୍ୟନାରାୟଣ ବଗର୍ତ୍ତିଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ନାରାୟଣଙ୍କ ପରିବାର ଲୋକେ ଡୁଙ୍ଗୁରିପାଲିରେ ଥିବା ସମ୍ପର୍କୀୟ ଘରକୁ ଯାଇଥିଲେ । ଏହାର ସୁଯୋଗ ନେଇ
Read More...

କୁଲୁତା ସମାଜ ଆଞ୍ଚଳିକ କେନ୍ଦ୍ର ଉଦ୍‌ଘାଟନ କଲେ ନରସିଂହ

ଏକତା ବଜାୟ ରଖିଲେ ସମାଜର ନିଶ୍ଚିତ ଉନ୍ନତି ହେବ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଲୁତା ସମାଜର ଲୋକେ ବହୁତ ପରିଶ୍ରମୀ । ଶିକ୍ଷା ହେଉ କି କୃଷି ସବୁଥିରେ ଏମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିସାରିଛନ୍ତି । ବର୍ତ୍ତମାନ କିନ୍ତୁ କୁଲୁତା ସମାଜକୁ ସାମଗ୍ରିକ ବିକାଶ ଦିଗକୁ
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ପୁରୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରେ ୧୦ ଜଣିଆ ଟିମ୍‌ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ୧୭ ବର୍ଷରୁ କମ୍‌ ବାଳିକା
Read More...

ମାଁ ନିତେଇ ଧୋବଣୀଙ୍କ ଦଶହରା ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ରରଫରୁ ତା:୧୬-୧୦-୨୦୨୪, ବୁଧବାର ଦିନ ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ଦଶହରା ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ
Read More...

ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ପିପି ଏକାଡେମୀ ସଭାଗୃହ ଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବା ପାଇଁ
Read More...

ଫ୍ରାଙ୍କଫର୍ଟ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଜର୍ମାନୀର ଫ୍ରାଙ୍କଫର୍ଟ୍ ଆନ୍ତର୍ଜାତୀୟ ପୁସ୍ତକ ମେଳାର ୭୫ତମ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକୋଡମୀ ଅଂଶଗ୍ରହଣ କରିଛି । ପୁସ୍ତକ ମେଳାର ପ୍ରଥମ ଦିନରେ ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ଦେଶର ପ୍ରକାଶକଙ୍କ ସହ ଆଲୋଚନା କରାଯାଇଥିଲା । ଏଥି ସହିତ ଦୁଇଟି ସାହିତ୍ୟ
Read More...

ବସ ଧକ୍କାରେ ବାଇକ ଚାଳକ ମୃତ

ବେଲପଡା, (ଅଶୋକ କୁମାର ବାଗ) : ବସ ଧକ୍କାରେ ବାଇକ ଚାଳକ ମୃତ । କଣ୍ଟାବାଞ୍ଜି-ପାଟଣାଗଡ଼ ମୁଖ୍ୟ ରାସ୍ତା ପୋଢ଼ଛାପର ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ପୋଢ଼ଛାପର ଗାଁର ନିବାସ ଧରୁଆ । ନିବାସ ବାଇକ ଯୋଗେ ନିଜଗାଁରୁ ବେଲପଡା ଯାଉଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ମା' ମଙ୍ଗଳା
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମ ଠାରେ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ରୋଟାରିଆନ୍‌ ବିଘ୍ନେଶ ପତିଙ୍କ ଉଦ୍ୟମ ଓ ଆଗ୍ରହ କ୍ରମେ ସେଠାରେ ରହୁଥିବା ବାଳ ବ୍ରହ୍ମଚାରୀଙ୍କ
Read More...

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାର୍ଟ ଅଫ୍ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର-୨୦ସ୍ଥିତ ପମ୍ପ ହାଉସ କଲୋନୀ ଠାରେ ଅନୁଷ୍ଠିତ
Read More...

ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଜନକଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ପ୍ରତିଷ୍ଠାତା ଦିବସ ପାଇଁ ନିମନ୍ତ୍ରଣ କଲେ…

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା କରି ମାଁଙ୍କୁ ନିମନ୍ତ୍ରଣ ପତ୍ର
Read More...