Yearly Archives

2024

ଧର୍ତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ଯାଦବ ସମାଜ ଭବନ ସଭାଗୃହ ନବସେତୁ ମାସିକ ପତ୍ରିକା ଓ ଆଦିବାସୀ ଅଧିକାର ମହାସଂଘର ମିଳିତ ମଞ୍ଚରେ ଶ୍ରୀମାନ ଦ୍ଵିଜ ଦଲପତିଙ୍କ ସଭାପତିରେ କ୍ରାନ୍ତିକାରୀ, ଜନନାୟକ, ଧର୍ତୀ ଆବା ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମହାସମାରୋହରେ
Read More...

ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ଓ ଦେଶର ବିକାଶ ହୋଇଥାଏ । ଏହି କଥାକୁ ଲକ୍ଷ୍ୟ ରଖି ବଲାଙ୍ଗିର ଜିଲ୍ଲା ମନହୀରା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ଏକ ଶିକ୍ଷା ଅନୁଷ୍ଠାନ ଖୋଲାଯାଇ ବିନା ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି
Read More...

ଅତି ଆନନ୍ଦ ଉଲ୍ଲାସ ଭକ୍ତିମୂଳକ ପରିବେଶ ମଧ୍ୟରେ ବିଜୟ ରଥଯାତ୍ରା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁତିଆରବାହାଲ ଗ୍ରାମର ବିଜୟ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସର ଦଶମୀ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍‌ଯାପିତ ହେବ । ଏହି ରାସୋତ୍ସବରେ ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କୁ ରଥରେ ବସାଇ ଗ୍ରାମ
Read More...

ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ତଥା ଜନଜାତୀୟ ଗୌରବ ଦିବସ ପାଳନ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ସିଂ ମାଝୀଙ୍କ ସଭାପତିତ୍ୱରେ
Read More...

୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ

ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆ ଠାରେ ଚାଲିଥିବା ୩୮ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଚତୁର୍ଥ ଦିନରେ ପହଂଚିଛି । ମହୋତ୍ସବର ଚତୁର୍ଥ ରଜନୀରେ ପୌରାଣିକ
Read More...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହରିଶଙ୍କରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିବାର ସୂଚନା ରହିଛି । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପବିତ୍ର
Read More...

ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ବେଲପଡା ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର
Read More...

ଅଭ୍ୟାସ ଟେକ୍ନୋ ସ୍କୁଲରେ ବହୁ ଆଡମ୍ବରରେ ଶିଶୁ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଭ୍ୟାସ ଟେକ୍ନୋ ସ୍କୁଲ, ପଦ୍ମପୁରରେ ବହୁ ଆଡମ୍ବରର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଶିଶୁ ଦିବସରେ ଶିଶୁଙ୍କୁ ଭବିଷ୍ୟତର ଜ୍ଞାନ ଦେଇ ଅଭ୍ୟାସର ଶିକ୍ଷକମାନେ ବହୁ ସୁନ୍ଦର ବାଭେ ଡ୍ରାମା, ଗୀତ, ନାଚ ପରିବେଷଣ କରି ପାଳନ କରିଥିଲେ । ପ୍ରଥମେ ଶ୍ରୀ
Read More...

ତାଲୁକ ସହାୟତା ଓ ପରାମର୍ଶ କମିଟି ତରଫରୁ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସାରା ଭାରତ ବର୍ଷରେ ଶିଶୁ ଦିବସ ପାଳନ ଅବସରରେ ତାଲୁକ ସ୍ତରୀୟ ସହାୟତା ଓ ପରାମର୍ଶ କମିଟି କଣ୍ଟାବାଞ୍ଜି ତରଫରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଠାରେ ଶିଶୁ ଦିବସ ପାଳନ ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଲୁକ କମିଟିର
Read More...

ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌

ବଲାଙ୍ଗିର, (ପିଆଇବି) : ଏକ୍‌ସନ୍‌ ମୁଡ୍‌ ଥି ମୋହନ୍‌ ସର୍‌କାର୍‌ । ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌ । ଆଘୋ ଧାନ୍‌ ଘିନା ଥି ଖୋବ୍‌ ଗୁନ୍ଦ୍‌ଲାଗୁପା ରହିଥିଲା । ହେତିର୍‌ ଲାଗି ନୂଆଁ ସର୍‌କାର୍‌ ତାୱଡ୍‌ତୋଡ୍‌ ପଦକ୍ଷେପ ନେବାର୍‌ କେ ଅଁଟା ବର୍‌କସ୍‌ କରିଛନ୍‌ । ପୁରାପୁରି ସ୍ୱଚ୍ଛତା
Read More...