Daily Archives

ମୁରିବାହାଲ ଅଞ୍ଚଳରୁ ବିଦ୍ୟୁତ୍ ତାର ଚୋରି ଘଟଣା : ଆଉ ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଗିରଫ ସଂଖ୍ୟା ୬କୁ ବୃଦ୍ଧିଜିଲ୍ଲାସାରା ବଡଧରଣର ରାକେଟ୍‌ ସକ୍ରିୟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ୍‌ ତାର ଚୋରି ସମ୍ପର୍କରେ ଏକ ବଡଧରଣର ରାକେଟ୍‌ ସକ୍ରିୟ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ପୂର୍ବର ଏକ ତାର ଚୋରି
Read More...

ରତ୍ନ ଭଣ୍ଡାର ଖୋଲିବା ସହ ୧୪ ତାରିଖର ଅପୂର୍ବ ସଂଯୋଗ – ହେମନ୍ତ ପଣ୍ଡା

ପୂର୍ବରୁ ୧୯୮୫ ମସିହା ଜୁଲାଇ ୧୪ରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀମାନଙ୍କ ଭାବାବେଗକୁ ସମ୍ମାନ ଦେଇ ପରିଶେଷରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ଶେଷଥର ପାଇଁ ଶ୍ରୀମନ୍ଦିର ଭିତର ରତ୍ନ
Read More...

ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ପକ୍ଷରୁ ନିଆରା ଢଙ୍ଗରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦୁର୍ଗାପାଲି ଠାରେ ଏକ ନିଆରା ଢଙ୍ଗରେ ଲୋକ ମାନଙ୍କୁ ଯକ୍ଷ୍ମା ଉପରେ ସଚେତନ କରାଯାଇଛି । ଦଣ୍ଡ ନୃତ୍ୟ ମାଧ୍ୟମରେ ଦୁର୍ଗାପାଲି ଠାରେ ଦୁର୍ଗାପାଲିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି । ଏହି କାଯ୍ୟକ୍ରମରେ ମହିଳା
Read More...

ସରସରା ହାଇସ୍କୁଲର ୧୯୯୩ ବ୍ୟାଚ୍‌ର ବନ୍ଧୁ ମିଳନ

ପ୍ରକୃତିକୁ ବଞ୍ଚାଇବା ଆମର ପ୍ରଥମ ଦାୟିତ୍ଵ - ପ୍ରଦୀପ ପୁରୋହିତ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସରସରା ହାଇସ୍କୁଲର ୧୯୯୩ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ସମସ୍ତ ବନ୍ଧୁ ମାନଙ୍କୁ ନେଇ ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଶୈବପୀଠ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ
Read More...

ତୁଷୁରା ବଲାଙ୍ଗିରର ଆଶୁକବି ହେମନ୍ତ ଦାସଙ୍କୁ ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୪ ନେସ୍‌ନାଲ୍‌ ଆୱାର୍ଡ ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ଜ୍ଞାନ ପ୍ରକାଶର ଅଷ୍ଟମ ଇଣ୍ଟର୍‌ଡିସିପ୍ଲିନାରୀ ନେସ୍‌ନାଲ୍ କନ୍‌ଫରେନ୍‌ସ ରବିବାର ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୬ଘ.୩୦ ମି. ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମହାସମାରୋହରେ ପାଳିତ ହୋଇଯାଇଛି । ଜ୍ଞାନ
Read More...

ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମର ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ଆନୁକୂଲ୍ୟରେ ସିମୁଲିଖୋଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲଗାତାର ଚାରି ବର୍ଷ ହେବ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି ।
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ହାଇସ୍କୁଲ ଓ ଯୁକ୍ତ ୨ ସ୍ତରୀୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବନ ମହୋତ୍ସବ ଉଦ୍‌ଘାଟନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତ୍ରିପ୍ତିମୟୀ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ଶ୍ରୀ ତନ୍ତୀ
Read More...

ସୁଲେଖିକା କଳ୍ପନା ରଥଙ୍କ ୨ଟି ପୁସ୍ତକ ଲୋକର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାରର ସଭାଗୃହରେ ସୁଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ କଳାହାଣ୍ଡି ଜିଲ୍ଲାର ଶତାଧିକ ଲେଖକ, କବି ଓ ସଂସ୍କୃତି ସଂପନ୍ନ ବ୍ୟକ୍ତି ଯୋଗ ଦେଇଥିଲେ ।
Read More...

ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ସଂଘ ସୁନ୍ଦରଗଡ ଶାଖାର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରାଜଗାଙ୍ଗପୁର, (କେପିଏନ୍‌ଏସ୍‌) : ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ସୁନ୍ଦରଗଡ ଶାଖାର ଏକ ବୈଠକ ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ରାଜଗାଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ସରୋଜ ମିଶ୍ରଙ୍କ ସଭାପତିତ୍ଵରେ
Read More...