Monthly Archives

May 2024

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ନିର୍ବାଚନର ପର୍ବ ଦେଶର ଗର୍ବ’ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ ବ୍ରହ୍ମପୁର ତଥା ଜାତୀୟ ସେବା ଯୋଜନା ବ୍ୟୁରୋ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
Read More...

ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରକୁ ପ୍ରାଥମିକତା : ସମରେନ୍ଦ୍ର

ଗତ ଦଶ ବର୍ଷର ବିକାଶ ହେଉଛି ଆମ ରିପୋର୍ଟ କାର୍ଡବିଧାୟକ ଓ ସାଂସଦ ପାଣ୍ଠିରେ ବିକାଶକୁ ବାନ୍ଧି ରଖିଥିଲେ ରାଜପରିବାର ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରକୁ ପ୍ରାଥମିକତା ଦେବା ସଂପର୍କରେ ଅଭିମତ ରଖିଛନ୍ତି ଆଜି ସମରେନ୍ଦ୍ର । ବଲାଙ୍ଗିର ସହର ଓ ଏହାର
Read More...

ନେକ୍ସଟଜେନ୍‌ ଅନୁଷ୍ଠାନ ପକ୍ଷରୁ ଶୁଭଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : କଟକ ଚାଉଳିଆଗଞ୍ଜ ଠାରେ ଅନୁଷ୍ଠିତ ସିର୍ଦ୍ଧାର୍ଥ ଟିଭିରେ ପ୍ରସାରିତ ରଜ ସୁନ୍ଦରୀ-୨୦୨୪ ପାଇଁ ସାରା ଓଡିଶାରୁ ୫୦୦୦ ପ୍ରତିଯୋଗି ଭାଗନେଇଥିଲେ । ସେମାନଙ୍କ ମଧ୍ୟରୁ ପଶ୍ଚିମ ଓଡିଶାରୁ ଏକ ମାତ୍ର ଝିଅ ଶୁଭଶ୍ରୀ ପ୍ରଧାନ ମନୋନୀତ ହୋଇଥିଲେ । ଶୁଭଶ୍ରୀ ଭଲ ପ୍ରଦର୍ଶନ କରି
Read More...

ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରର ସ୍ଥିତି ଓ ବ୍ୟବସ୍ଥାର ନିରୀକ୍ଷଣ କଲେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନକୁ ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ଭାରତ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସାଧାରଣ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ. ଏ. ଏସ୍‌ ଜିଲ୍ଲା ଅନ୍ତର୍ଗତ ୧୦ -ବଲାଙ୍ଗିର ସଂସଦୀୟ କ୍ଷେତ୍ର ସହ ୬୪ ବୀରମହାରାଜପୁର ଓ ୬୫ ସୁବର୍ଣ୍ଣପୁର
Read More...

କଳାହାଣ୍ଡି ନିର୍ବାଚନ ମଣ୍ଡଳୀରେ ତ୍ରିକୋଣୀୟ ଲଢେଇ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡିରେ ନିର୍ବାଚନ ତାତି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଉ କେଇଟା ଦିନ ପରେ ନିର୍ବାଚନର ମହାନ୍ ପର୍ବରେ ନିଜର ପ୍ରତିନିଧିତ୍ଵ ଦିଲ୍ଲୀ ଦରବାରକୁ ପଠାଇବା ପାଇଁ ଜନତା ପ୍ରସ୍ତୁତ ହେଉଛନ୍ତି । ଭାରତର ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ
Read More...

ଗଞ୍ଜାମ ବ୍ଲକ୍‌ରେ ବିଜେଡିର ବିଶାଳ ଶୋଭାଯାତ୍ରା : ବିଜେଡି ପାଇଁ ନିର୍ବାଚନ ପ୍ରଚାର କଲେ ବାବୁସାନ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଜେଡିର ବିଶାଳ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଦେଖିବାକୁ ମିଳିଛି । ଏଥିରେ ୫୦ରୁ ଅଧିକ କାର୍‌ ଓ ୨୦୦ରୁ ଅଧିକ ବାଇକ୍‌ ବୁଲି ନିର୍ବାଚନ ପ୍ରଚାରରେ ସାମିଲ ଥିବା ଲକ୍ଷ କରାଯାଇଥିଲା । ଏଥିରେ ବିଧାୟକ
Read More...

ଶଙ୍ଖନାଦକୁ ଶୁଭ ମାନସୀ ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଲେକଙ୍କୁ ମନମୁଗ୍ଧ କରିବା ସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଲୋକପ୍ରିୟତା ନିର୍ବାଚନ ପୂର୍ବରୁ ଦିନକୁ ଦିନ ବଢିବା ସହ ବିଜେଡିର ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ
Read More...

ସତ୍ୟଭାମା ପତ୍ରିକାର ଶୁଭ ଲୋକାର୍ପଣ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀର ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ନିବାସୀ ସୁସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୨ୟ ବାର୍ଷିକୋତ୍ସବ
Read More...

ଖପ୍ରାଖୋଲରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାତ୍ୟା, ବନ୍ୟା, ଭୂମିକମ୍ପ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ ଆଦି ବିପଦ ସମୟରେ ରେଡ୍‌କ୍ରସ୍‌ ଠିଆ ହୋଇଥାଏ । ଅସହାୟ ଦୁର୍ଗତ ମାନବକୁ ସହାୟତାର ହାତ ବଢାଇବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଥାଏ । ଛାତ୍ରଛାତ୍ରୀମାନେ ପାଠ ପଢା ସହିତ
Read More...

ଯୋଗୀମୁଣ୍ଡାରେ ଗୁପ୍ତେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ୨୪ ପ୍ରହର ନାମଯଜ୍ଞ ସହ କଳସ ଯାତ୍ରାର ଶୁଭାରମ୍ଭ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମରେ ବୁଧବାର ମହାଦେବ ଗୁପ୍ତେଶ୍ୱର ଭଗବାନଙ୍କ ପ୍ରତିଷ୍ଠା ଏବଂ ୨୪ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଳସ
Read More...