ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡର୍କୁ ଧକ୍କା ଦେଲା କାର୍, ୫ ଆହତ
ସାକ୍ଷୀଗୋପାଳ : ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡର୍କୁ ଧକ୍କା ଦେଲା କାର୍ । ମଙ୍ଗଳବାର ସକାଳେ ସାକ୍ଷୀଗୋପାଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଅଞ୍ଚଳର!-->…
Read More...
Read More...