Yearly Archives

2023

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ, ୧ ମୃତ

ନୂଆପଡ଼ା, (ନିରାକାର ମେହେର) : ଆଉ ୬ ଦିନ ପରେ ବିବାହ ଥିଲା । ବିବାହ ପାଇଁ ନିମନ୍ତ୍ରଣ ବାଣ୍ଟୁଥିଲେ । ହେଲେ ବିବାହ ବେଦିରେ ବସିବା ପୂର୍ବରୁ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଜେଂଜରା ଗାଁର ଏମିତି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।
Read More...

ରାସ୍ତା ପାର୍ଶ୍ଵରେ ଓଲଟିଲା ଅଟୋ, ୮ ଆହତ, ମହିଳା ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଛତ୍ରପୁର ବ୍ଲକ ସିନ୍ଦୁରପୁର ଗ୍ରାମରୁ ଏକ ବିବାହ ଭୋଜି ଖାଇ ଫେରିବା ବେଳେ ଗଞ୍ଜାମ ଥାନା ନିକଟ ରାସ୍ତାରେ ଏକ ଅଟୋ ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା ଡ୍ରାଇଭରଙ୍କ ସମେତ ସମସ୍ତ ୮ ଜଣ ଯାତ୍ରୀ
Read More...

ଛତ୍ରପୁର ବାର ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବାର ଆସୋସିଏସନ ସଭାପତି ପଦବୀ ପାଇଁ ଗତକାଲି ଶେଷଦିନରେ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ରହିଆସିଥିବା ଆଡ଼ଭୋକେଟ୍‌ ପ୍ରଦୀପ ପାଢ଼ୀ ଏବଂ ଉପସଭାପତି ଭାବେ ରହିଆସିଥିବା ଆଡ଼ଭୋକେଟ୍‌
Read More...

ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ତର୍ଗତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ବଜାର ପ୍ରାଙ୍ଗଣରେ ପ୍ରାୟ ୯୦ ବର୍ଷ ହେବ ଜୋରସୋର ଭାବେ ଏହି ଦୋଳପୂର୍ଣ୍ଣିମା
Read More...

ଆଶା କର୍ମୀଙ୍କ ୧୨ ଦଫା ସମ୍ବଳିତ ଦାବୀ ପୂରଣ ନେଇ ବିଧାନସଭା ଘେରାଓ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଓ ପୁଇଁନ୍ତଲା ବ୍ଲକ ନିଖିଳ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବୀରେ କଲେଜ ଛକ ସ୍ଥିତ ମିଶନ ହାଇସ୍କୁଲ ପଡିଆରେ, ପୁଇଁନ୍ତଲା ବ୍ଲକ ଜାମଗାଁର ଉଭୟ ସ୍ଥାନରେ ଆସନ୍ତା ୧୫ ମାର୍ଚ୍ଚରୁ ବିଧାନସଭା ସମ୍ମୁଖରେ ଦିବା ରାତ୍ର
Read More...

କିଙ୍ଗସ୍‌ ବୁକ୍‌ ଅଫ୍‌ ୱାଲଡ଼ରେ ସ୍ଥାନ ପାଇଲା ଓମ୍‌ପ୍ରକାଶଙ୍କ ବାଲୁକା କଳା

କଳାହାଣ୍ଡି, (ନରୋତ୍ତମ ସେଲମା) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ୩୬ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳାଟି "କିଂଗ୍ସ ବୁକ୍‌ ଅଫ ୱାର୍ଲଡ ରେକର୍ଡ"ରେ ସ୍ଥାନ ପାଇଛି । କଳାହାଣ୍ଡି ଓ ବଲାଙ୍ଗିର
Read More...

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଯାଦବ ସମାଜ ଦ୍ୱାରା କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ସମାଜ ଦ୍ୱାରା ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଯାଦବ ଭବନଠାରେ କବିତା ଆସର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,
Read More...

ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ : ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଅଭିଭାବକମାନେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଡୁମେରବାହାଲ୍‌ ଏକଲବ୍ୟ ଆବାସିକ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅମଲା ଭବନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୀମଭୋଇ ମେଡିକାଲ କଲେଜ ତଥା ହସ୍‌ପିଟାଲ ବଲାଙ୍ଗିର ଅଧ୍ୟକ୍ଷା ମାନସୀ ପଣ୍ଡା
Read More...