ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନିଶିଗୁଡ଼ିଠାରେ ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ ହୋଇଯାଇଛି । ରୁଦ୍ରକଳା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଭାବେ ପର୍ଶୁରାମ ସେଠ, ସମ୍ପାଦକ ଭାବେ ପ୍ରଶାନ୍ତ ପତ୍ରୀମାଳୀ!-->…
Read More...
Read More...