ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ପରଲୋକ
ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରର ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ଆଜି ତଳସାଗରପଡା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଜଣେ ବିଜ୍ଞ ବ୍ୟକ୍ତି ତଥା ଆଇନ ବିଶାରଦ ଥିଲେ । ମ. ରାମପୁର ଓକିଲ ସଂଘର!-->…
Read More...
Read More...