Yearly Archives

2023

ଅଘରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଘରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ
Read More...

ୟୁପିରେ ଆଉ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି

ଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ୟୁପିର ମିରଟରେ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି । ଅନୀଲ ଦୁଜାନା ନାମରେ ୬୦ରୁ ଅଧିକ ମାମଲା ଥିବା ନେଇ ସୂଚନା ମିଳିଛି ।
Read More...

ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ, ଯୁବକ ମୃତ

ଅନୁଗୋଳ : ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ବରଗଡ଼ ନୂଆଁପାଲି ଗାଁର ପୁସ୍ତମ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସରେ ନିଯୁକ୍ତି
Read More...

ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୯୯୦ ବ୍ୟାଚ୍‌ର ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ଜଣାପଡିଛି । ସୁଧାଂଶୁ ଷଡଙ୍ଗୀ, ଅରୁଣ ଷଡଙ୍ଗୀ ଏବଂ ୱାଇ ବି ଖୁରାନିଆଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ସୂଚନା ମିଳିଛି ।
Read More...

ପୋଲିସରେ ଚାକିରି କରାଇ ଦେବାକୁ କହି ୨୫ ଲକ୍ଷ ଠକେଇ ଅଭିଯୋଗ

ମଞ୍ଚେଶ୍ୱର : ପୋଲିସ ବିଭାଗରେ କନେଷ୍ଟବଳ ଚାକିରି କରାଇ ଦେବାକୁ କହି ୨୫ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଦେବବ୍ରତ ପଲେଇଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ ।
Read More...

ଆଜି ଓଡ଼ିଶା ଆସିବେନି ନୀତୀଶ କୁମାର

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେନି ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଜି ଓଡ଼ିଶା ଗସ୍ତ ଥିବା ବେଳେ ତାହା ସ୍ଥଗିତ ହୋଇଛି । ନୀତୀଶଙ୍କ ଗସ୍ତ ସ୍ଥଗିତ ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି ।
Read More...

ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା : ପ୍ରେସ୍‌ମିଟରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ପ୍ରେସ୍‌ମିଟରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବ ଆକଳନ ଅନୁସାରେ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ହେବା ସମ୍ଭାବନା ଅଛି ଏବଂ ୬ରେ ସୃଷ୍ଟ
Read More...

ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ

ସମ୍ବଲପୁର/ପୁରୀ : ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟର ଆଉ ଦୁଇଜଣ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପୁରୀ
Read More...

ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ : ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ

ଡିଏଫ୍ପିଡି ପକ୍ଷରୁ ହିତାଧିକାରୀଙ୍କ ସହ ଏକ ବୈଠକରେ ଖାଇବା ତେଲର ସମୀକ୍ଷା କରାଯାଇଛି ଦିଲ୍ଲୀ, (ପିଆଇବି) : ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି
Read More...

ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

• ପାହାଡ଼ପୁର ଗ୍ରାମରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ କଲେ ଶିଳାନ୍ୟାସ ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ
Read More...