ଗାନ୍ଧୀନଗରପଡ଼ାରେ ହଟେଲ ଭିତରେ ଫୁଟିଲା ଗୁଳି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ାସ୍ଥିତ ହୋଟେଲ ସୌମ୍ୟଠାରେ ଗୁଳି ଫୁଟିଥିବା ଜଣାପଡିଛି । କୌଣସି କଥାକୁ କେନ୍ଦ୍ର କରି କିଛି ଦୃବୁର୍ତ୍ତ ହୋଟେଲ ଭିତରେ ପଶି ଫାୟରିଂ କରିଛନ୍ତି । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ!-->…
Read More...
Read More...