ଆଗଲପୁର ବ୍ଲକରେ ୯୩.୮୮% ପାସ୍
ଡୁଡୁକା, (କେପିଏନ୍ଏସ୍) : ସଦ୍ୟ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ଫଳାଫଳ ଅନୁଯାୟୀ ଆଗଲପୁର(ଡୁଡୁକା) ବ୍ଲକର ୯୩.୮୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଏହି ବ୍ଲକ ଅନ୍ତର୍ଗତ ୨୪ଟି ହାଇସ୍କୁଲର ୧୪୮୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୯୫ ଜଣ ଛାତ୍ରଛାତ୍ରୀ!-->…
Read More...
Read More...