ସଇଁତଲା ଓ ବୁଢ଼ାବାହାଲରେ ଧାନ ମଣ୍ଡି ଉଦ୍ଘାଟିତ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓ ବୁଢ଼ାବାହାଲ ପେକ୍ସରେ ଶୁକ୍ରବାର ରବି ଫସଲରେ ଉତ୍ପାଦିତ ଧାନ ବିକ୍ରି ପାଇଁ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଧାନ ମଣ୍ଡିକୁ ଉଦ୍ଘାଟନ କରିଥିଲେ । ଚାଷୀ!-->…
Read More...
Read More...