Yearly Archives

2023

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା : ୮ ଅଭିଯୁକ୍ତ ଗିରଫ, ଜେସିବି ଓ ଟ୍ରାକ୍ଟର ଜବତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ମୁକ୍ତାପସି ଗାଁର
Read More...

ନବୋଦୟ ବିଦ୍ୟାଳୟର ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡା ନିବାସୀ ତଥା ଛତିଶଗଡ଼ର ଜଗଦଲପୁରଠାରେ କାର୍ଯ୍ୟରତ ନବୋଦୟ ବିଦ୍ୟାଳୟର ଓଡିଆ ଶିକ୍ଷକ ହେମନ୍ତ କୁମାର ଜେନାଙ୍କ ମାତ୍ର ୫୭ ବର୍ଷ ବୟସରେ ଗତ ୨୪ ତାରିଖରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଜେନା ଅଞ୍ଚଳ ମହାବିଦ୍ୟାଳୟରୁ ଓଡିଆ ସମ୍ମାନରେ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବିଡିଘାଟ ଶାଖାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ତରଫରୁ ସଦର ବ୍ଲକ ବିଡିଘାଟଠାରେ ସରପଞ୍ଚ ନନ୍ଦିତା କଲେତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାିଛି । ଏଥିରେ ପଂଚାୟତ ତଥା ସଦର ବ୍ଲକର ଅସହାୟ ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ବିଙ୍ଗ
Read More...

ବିଛୁବାହାଲି ଗ୍ରାମଠାରେ ବ୍ଲକସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ଦିନ ୧୦ଟାରେ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା ବେଲପଡ଼ା ବ୍ଲକ ଅଧିନସ୍ଥ ବିଛୁବାହାଲି ଗ୍ରାମର "ସୁରଭିସୌଧ" ଏବଂ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତ ଥିଲେ । ଆଜିର ଏହି
Read More...

ସପ୍ତ ଦିବସୀୟ ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ଓ ନାଟ୍ୟ ସଂକଳନ ‘ପାଏନ ତ ଜୀବନ’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା 'ସଚେତନ ହେମା' ଅନୁଷ୍ଠାନ ଆୟୋଜିତ ଓ ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀର ସହଯୋଗରେ ଚାଲିଥିବା ସାତ ଦିନିଆ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର
Read More...

ସିଭିଲ୍‌କୋର୍ଟ ସାମ୍ନାରେ ସ୍କୁଟିକୁ ପିଟିଲା କାର୍‌ : ମା’ ଆହତ, ପୁଅ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୦ମି. ସମୟରେ ବଲାଙ୍ଗିର ସିଭିଲ୍‌କୋର୍ଟ ସାମ୍ନାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏଥିରେ ସ୍କୁଟି ଚଳାଉଥିବା ମା' ଜଣକ ଆହତ ହୋଇଥିବା ବେଳେ ପୁଅ ଗୁରୁତର ଥିବା ଯୋଗୁଁ ଉପସ୍ଥିତ ଥିବା ଲୋକେ ତାକୁ ତୁରନ୍ତ ଭୀମଭୋଇ ମେଡ଼ିକାଲ୍‌
Read More...

୩ ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଫେରାର୍‌

ମୋହନା : ମୋହନା ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲ୍ଡି ଗାଁର ପ୍ରମୋଦ ମଲିକଙ୍କ ଘରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଆଜି ସକାଳେ ଦେଶୀ ବନ୍ଧୁକ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଅଡବା ପୋଲିସ । ସୂଚନା ଅନୁସାରେ ବୁଢାନେଲ୍ଡି ଗାଁକୁ ଯାଇ ପ୍ରମୋଦ ମଲିକଙ୍କ ଘରେ ଚଢ଼ାଉ
Read More...

ବିଟ୍ଟୁ ମର୍ଡର ଘଟନା ନେ ବଲାଙ୍ଗିର ଏସ୍‌ପିଙ୍କର ତୁର୍‌ତା ତୁର୍‌ତି କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯେନ୍‌ ଦିନ ବଲାଙ୍ଗିର୍‌ର ହାର୍ଟ ଅଫ୍‌ ଦି ଟାଉନ ନର୍‌ସିଂହ ମନ୍ଦିର ଗଲି ନେ ମର୍ଡର ହେଲା । ହେ ଦିନ ବଲାଙ୍ଗିର୍‌ର ନୂଆ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍‌ପି ରିଷିକେଶ ଖିଲାରୀ । ଇ ମର୍ଡର ଘଟ୍‌ନା ବଲାଙ୍ଗିର ପୁଲିସ ଲାଗି ଗୁଟେ ବଡ୍‌ଗଖା ଚ୍ୟାଲେଂଜ
Read More...

ଜୁନ୍‌ ୧ରୁ ସ୍ୱତନ୍ତ୍ର ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ଦ୍ୱିତୀୟ ତଥା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁନ୍‌ ୧ରୁ ୮ ମଧ୍ୟରେ ଅନ୍‌ଲାଇନ୍‌ରେ ହେବ ଆବେଦନ । ଜୁନ୍‌ ୨୬ରୁ ୨୮ ତାରିଖ ମଧ୍ୟରେ ବିଟେକ୍‌, ଏଲଇ-ଟେକ୍‌(ଡିପ୍ଲୋମା), ଏମ୍‌ବିଏ, ଏମ୍‌ସିଏ ଏବଂ
Read More...

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ

ଜାମଗାଁ : ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ । ଆଜି ସକାଳେ ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଝାରଗାଁ ଗ୍ରାମର ଦିଲ୍ଲୀପ ପଧାନଙ୍କ ବଡ଼ ପୁଅ ସୁନୀଲ ପଧାନ(୩୫) । ସୂଚନା ଅନୁଯାୟୀ ସମରବଗା
Read More...