Yearly Archives

2023

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଚାରପାଲି ଗ୍ରାମରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାର ମୃତ ଶରୀର ପଡିରହିଥିଲା । ଖବର ପାଇ ସଂକଳ୍ପ ପରିବାରର ସ୍ୱେଚ୍ଛାସେବୀମାନେ ତାଙ୍କର ଶବ ସତ୍କାର କରିଥିଲେ । ସୂଚନା କ୍ରମେ ବରଗଡ଼ ସଦରଥାନା…
Read More...

ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଆବଶ୍ୟକତା ଉପରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ରାଉରକେଲାକୁ ଶିକ୍ଷାର ରାଜଧାନୀ କୁହାଯାଉଥିଲା । ବ୍ୟାପକ ଭିତ୍ତିଭୂମି ଥିବା ସତ୍ତ୍ବେ ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଅଭାବ ଅଛି ବୋଲି ଏନ୍‌ଆଇଟିର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ସୁନିଲ୍ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ରଖିଛନ୍ତି ।…
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ରଜ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ରଜ ମିଳନ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏଥିରେ ସଦସ୍ୟାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଅନ୍ତାକ୍ଷରୀ ଏବଂ ସାଧାରଣ ଜ୍ଞାନ…
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ବ୍ୟାସକବିଙ୍କ ତିରୋଧନ ଦିବସ ଉପଲକ୍ଷେ ସେକ୍ଟର-୭ ସ୍ଥିତ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ ଓ…
Read More...

କଫ୍‌ ସିରପ୍ ମାଫିଆ ଡାକୁଛନ୍ତି ତ୍ରାହି ତ୍ରାହି : ଏକ୍ସନ ମୋଡ଼ରେ ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରପ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ଧରି ଏହି ବେଆଇନ କଫ୍‌ ସିରପ୍‌ କାରବାର କମିଥିଲେ ମଧ୍ୟ କିଛି ଦିନର ନୀରବତା…
Read More...

ପଶ୍ଚିମ ଓଡ଼ିଶାରେ ଖରାଛୁଟି ଏକ ସପ୍ତାହ ବୃଦ୍ଧି ପାଇଁ ଦାବୀ କଲେ ଟ୍ଵିଟର ଗାର୍ଲ ଦୀପା : ମୁଖ୍ୟ ଶାସନ ସଚିବ କହିଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି । ତାଙ୍କ ପ୍ରୟାସ ଦ୍ୱାରା ଅନେକ ସମସ୍ୟାର…
Read More...

ସରକାରୀ ସହାୟତା ଅପେକ୍ଷାରେ ବିଧବା ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଅଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଅତି ଅଳ୍ପ ବୟସରୁ ନିଜ ସ୍ୱାମୀଙ୍କୁ ହରାଇ ବର୍ତ୍ତମାନ ଦୁଇ ଶିଶୁ ସହିତ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ସେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ସୂଚନା କ୍ରମେ ନୂଆଁ ସରସରା ଗ୍ରାମର…
Read More...

ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହ ସ୍ମରଣିକା ପ୍ରକାଶ ପାଇଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜବାହାରଲାଲ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥଠାରେ ଆଜି ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୋଡାସମ୍ବର ଜମିଦାର ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି…
Read More...

ନିଟ୍‌ ପରୀକ୍ଷାରେ ସଫଳତା ପାଇ ଟିଟିଲାଗଡ଼ ସହରର ଗୌରବ ସାଜିଲେ ଜନ୍ମେଜୟ ସେଠ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ନିଜ ପିଲାଙ୍କ ଭବିଷ୍ୟତ କିପରି ଗଢି ତୋଳିବେ, ସେଥିପାଇଁ ସବୁ ଅଭିଭାବକ ଚେଷ୍ଟାରତ ଥାଆନ୍ତି । ସମସ୍ତ ଅଭିଭାବକଙ୍କ ଭଳି ଟିଟିଲାଗଡ ସହରର ୱାର୍ଡ ନମ୍ବର ୧୨ ଝାଙ୍କରପଡା ନିବାସୀ ଗରିବ ଦମ୍ପତିଙ୍କ ପୁଅ ଆଜି ନିଟ୍‌ ପରୀକ୍ଷାରେ ସଫଳତା ପାଇବା ସହ ନିଜ ଅଞ୍ଚଳ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନକୁ ସାର୍ଥକ କରିବା ପାଇଁ ବଲାଙ୍ଗିରଠାରେ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ଵରେ ଏକ ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...