Yearly Archives

2023

ଏଥର ଶ୍ରାବଣ ମାସରେ ପଡୁଛି ୮ଟି ସୋମବାର

ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କ ଉପାସନାର ମାସ ବୋଲି ବିଶ୍ୱାସ କରାଯାଏ । ତେବେ ଚଳିତ ବର୍ଷ ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଶ୍ରାବଣ ମାସ । ଏହି ବର୍ଷ ଦୁଇଟି ଶ୍ରାବଣ ପଡ଼ୁଥିବା ବେଳେ ୫୯ ଦିନ ପର୍ଯ୍ୟନ୍ତ ଶ୍ରାବଣ ରହିବ । ଶିବ ଭକ୍ତମାନେ ୮ଟି ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି…
Read More...

ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କ ପାଇଁ ବଡ ଖବର : ବର୍ତ୍ତମାନ ମେଟ୍ରୋ ଟ୍ରେନରେ ନିଜ ସାଂଗରେ ମଦ ନେଇପାରିବ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଡିଏମ୍‌ଆର୍‌ସି ଏବଂ ସିଏସ୍ଏଫ୍ ଅଧିକାରୀଙ୍କ କମିଟି ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କୁ ଦୁଇ ବୋତଲ ମଦ ସାଂଗରେ ନେବାକୁ ଅନୁମୋଦନ କରିଛି । ଯାତ୍ରୀମାନେ କେବଳ ସେମାନଙ୍କ ସହିତ ସିଲ୍ ହୋଇଥିବା ମଦ ବୋତଲ ନେଇପାରିବେ । ବର୍ତ୍ତମାନ ସମସ୍ତ…
Read More...

ପାସେଞ୍ଜର ଟ୍ରେନ୍‌ରୁ ଧରାପଡିଲା ଗଞ୍ଜେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମାତିଛନ୍ତି ଗଂଜେଇ ମାଫିଆ । ଭିନ୍ନ ଭିନ୍ନ ଉପାୟରେ କରୁଛନ୍ତି ଗଂଜେଇ ଚାଲାଣ । ବଲାଙ୍ଗିର ପୋଲିସ ଗଦା ଗଦା ଗଂଜେଇ ଜବତ୍‌ କରୁଥିବା ବେଳେ ମାଳ ମାଳ ଗଂଜେଇ ମାଫିଆ କୁଚିଆ ମଧ୍ୟ ଗିରଫ୍‌ ହେଉଛନ୍ତି । ତଥାପି ଗଂଜେଇ ଚୋରା ଚାଲାଣ…
Read More...

ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୁମାଭଟା ଜଗଦଲପୁରର ପ୍ରକୃତି ପ୍ରେମୀର ଉଦାହରଣ ସାଜିଛନ୍ତି ପ୍ରଫୁଲ୍ଲ ମାକର । ତାଙ୍କ ଘର ପଦ୍ମପୁର ଉପଖଣ୍ଡ ଧୁମାଭଟା ଗ୍ରାମରେ । ସେ ଧୁମାଭଟା ଛକରେ ଏକ ଜଳଖିଆ ଦୋକାନ ସହିତ ବିଭିନ୍ନ ସାମଗ୍ରୀ ରଖି ବିକ୍ରି କରନ୍ତି । ଧୁମାଭଟା ଛକକୁ…
Read More...

ଯୁବ କୁଲୁତା ସମାଜ ତରଫରୁ ବାହୁଡା ଉପଲକ୍ଷେ ପ୍ରସାଦ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ପବିତ୍ର ବାହୁଡା ଉପଲକ୍ଷେ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମା'ପାଟଣେଶ୍ୱରୀ ମନ୍ଦିରରେ ଭୋଗ ଲଗାଇବା ପରେ ଇଷ୍ଟଦେବୀ ମା' ରାମଚଣ୍ଡିଙ୍କ ସ୍ମୃତିଚାରଣ କରାଯାଇଥିଲା ଓ ପରେ…
Read More...

ଫେସବୁକରେ ହୋଟେଲ ଏ ୱାନ ମାଲିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ : ସହରରେ ଚାଞ୍ଚଲ୍ୟ, ଅଭିଯୋଗକୁ ଖଣ୍ଡନ କଲେ ମାଲିକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୌଣସି ଘଟଣାକୁ ସବୁଠାରୁ ଶୀଘ୍ର ଭାଇରାଲ କରିବାରେ ଆଜିକାଲି ସୋସିଆଲ ମିଡିଆର ସାହାଯ୍ୟ ନିଆଯାଉଛି । ସେ ଘଟଣା ହେଉ ଦୁର୍ଘଟଣା ହେଉ କି ପ୍ରଚାର ପ୍ରସାର ହେଉ । ଯିଏ ଯେପରି ପାରିଲା ଏହାର ମାଧ୍ୟମରେ ବ୍ୟହୁଳ ବ୍ୟବହାର କରୁଛନ୍ତି ଲୋକେ । ସବୁ ଜିନିଷର ଭଲ…
Read More...

ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମରେ ୧୦୭ ଜଣ ଚାଷୀଙ୍କୁ ବିହନ ବଣ୍ଟନ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ୧୦ ଗୋଟି ପଂଚାୟତର ଚାଷୀମାନଙ୍କୁ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମ, ଆତ୍ମା ସହଯୋଗରେ ସେବା ଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଜରିଆରେ କାର୍ଯ୍ୟକାରୀ କରାଯାଉଛି ।…
Read More...

ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ତିନି ଠାକୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ରଥାରୂଢ ଶ୍ରୀଜୀଉଙ୍କର ସୁନାବେଶ ସମାହିତ ହୋଇଯାଇଛି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ସୁନାବେଶ ଧାରଣ…
Read More...

ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବାହାରିବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରିବ ବୋଲି ଦଳୀୟ ପାର୍ଟି କାର୍ଯ୍ୟାଳୟ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି ।…
Read More...

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣାଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ୱର : ଗତକାଲି ବାହୁଡା ଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ…
Read More...