Yearly Archives

2023

ହଳଦୀର ବିବାହିତ ଯୁବକ ଚେନ୍ନାଇରୁ ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଭରତଲାଲ ବାଗ ନାମକ ଜଣେ ବିବାହିତ ଯୁବକ ସୁଦୂର ଚେନ୍ନାଇ ଯାଇ ସେଠାରେ ୮ ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଧର୍ମପତ୍ନୀ ଭାରତୀ ବାଗ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଭାରତୀଙ୍କ ଲିଖିତ…
Read More...

ଅବାଟରୁ ଆଣି ବାଟ ଦେଖାଉଥିଲେ ସତ୍ୟନାରାୟଣ ବେହେରା

ବଲାଙ୍ଗିର, (କେପିଏନଏସ୍‌) : ନିରାଡମ୍ବର ଜୀବନ ଥିଲା ସତ୍ୟନାରାୟଣ ବେହେରାଙ୍କର । ମାତ୍ର ବଲାଙ୍ଗିର କ୍ଷେତ୍ରରେ ତାଙ୍କର ଜୀବନ ଥିଲା ସମର୍ପିତ । ମାଟି ପ୍ରତି ତାଙ୍କର ମୋହ ବେଶୀ ଥିଲା । ବହୁମୁଖୀ ପ୍ରତିଭା ଥିଲା ତାଙ୍କର । ଏପରି ନିଆରା ବ୍ୟକ୍ତିତ୍ୱଙ୍କର ଜୀବନ ଆମ ପାଇଁ ସବୁବେଳେ…
Read More...

ପ୍ରଥମ ପର୍ଯ୍ୟାୟରେ ତିନୋଟି ଗ୍ରାମପଞ୍ଚାୟତରେ ସିଏସ୍‌ପି ପ୍ଲସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ତିନୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳଗାଁ, ବଡ଼ମାଧପୁର, ଓ…
Read More...

ହଳଦିଆ ସାହୁ ସମାଜର ସାମାଜିକ ଗୃହ ପାଇଁ ଭୂମି ପୂଜନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବ୍ଲକ କମିଟି ସଇଁନ୍ତଲା ଆନୁକୂଲ୍ୟରେ କଅସର ପଂଚାୟତ ସ୍ଥିତ ଭୁସକିମାଲଠାରେ ନୂତନ ସାମାଜିକ ଗୃହ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜମିର ଦାନ କର୍ତ୍ତା ଦୟା ସାହୁ ସପତ୍ନୀ ସହ…
Read More...

ଖପ୍ରାଖୋଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ…
Read More...

କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୨ଟି ନଦୀ ଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୮୬.୨୫ କୋଟି ଟଙ୍କା…

କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟିଉପକାର ପାଇବେ ଭବାନୀପାଟଣା ଓ ବଡସାହି ବ୍ଲକର ଜନସାଧାରଣଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ କଳାହାଣ୍ଡି ଓ…
Read More...

ଛତ୍ରପୁର ପ୍ରତିଷ୍ଠିତ ଅନ୍‌ସ୍ଲୋ ହାଇସ୍କୁଲର ପ୍ରାକ୍ତନ ବରିଷ୍ଠ ଶିକ୍ଷକଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ଧର୍ମ ପରାୟଣ ବ୍ୟକ୍ତି, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପତିତପାବନ ପାଢ଼ୀ (୯୨)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବିଶ୍ୱକର୍ମା ସାହିସ୍ଥ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ଛତ୍ରପୁରର ପ୍ରତିଷ୍ଠିତ ବହୁପୁରାତନ…
Read More...

ସରକାରୀ ମହାବିଦ୍ୟାଳୟଠାରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ (+୨ ଓ +୩) ରାଜ୍ୟ ସରକାରଙ୍କ ଦ୍ଵାରା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଧାୟକ ବଲାଙ୍ଗିର ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ…
Read More...

ଜିଲ୍ଲାସ୍ତରୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୩ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୩ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଦିବସ ପରିପ୍ରେକ୍ଷୀରେ ଆୟୋଜିତ…
Read More...

ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସଂଶାଧନ କେନ୍ଦ୍ରରେ ରଥର ନୋଡାଲ ଅଫିସର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ସହ…
Read More...