Monthly Archives

June 2023

ଝାରବନ୍ଧ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ଏହି
Read More...

ବିଜୁ ଜନତା ଦଳରେ ଯୋଗଦେଲେ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା

ବରଗଡ଼, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ଓ ବିଜୁ ଜନତା ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜୁ ଜନତା ଦଳର ରାଜ୍ୟ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜ ମଉଜ ଆସନ୍ତା ୧୨ ଓ ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜର ରଜ ରାଜକୁମାରୀ ସିଜିନ ୨ ଚଳିତ ମାସ ଆସନ୍ତା ୧୨ ଓ ୧୩ ତାରିଖ ଦିନ ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ
Read More...

ବିଭିନ୍ନ ଦାବୀ ନେଇ ଜିଲ୍ଲା ମିଳିତ ଅମଲା ମଞ୍ଚର ଆନ୍ଦୋଳନ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଜିଲ୍ଲା ମିଳିତ ଅମଲା ମଞ୍ଚର କାର୍ଯ୍ୟରତ ଥିବା ସମସ୍ତ ଅମଲା କର୍ମଚାରୀମାନେ ଗତ ମେ' ୨୨ ତାରିଖ ସୋମବାର ଠାରୁ କଳା ବ୍ୟାଜ ପରିଧାନ କରି କାର୍ଯ୍ୟକରି ଆସୁଛନ୍ତି । ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଥିଲେ ସୁଦ୍ଧା
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗଦେଲେ ନୂତନ ଅଧ୍ୟକ୍ଷ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି । ସେ ବିଦାୟୀ ଅଧ୍ୟକ୍ଷ ପ୍ରମୋଦ କୁମାର ପାଣିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ନୂତନ ଅଧ୍ୟକ୍ଷ ଭାବେ ଗୁରୁବାର
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଡ. ଘନଶ୍ୟାମ ସ୍ୱାଇଁ ଗତ ମେ' ମାସ ୩୧ ତାରିଖ ଦିନ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ପାଇଁ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଲେଖ ମାଳି ଗଞ୍ଜାମ ମହାବିଦ୍ୟାଳୟର ଟପ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ୬୦୦ରୁ ୫୦୬ ମାର୍କ ରଖି ଅଖିଳ ମାଳି କଲେଜ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବାପା ମା' ଓ ଗଞ୍ଜାମ ସହରରେ ରହିଥିବା ଅଗ୍ରଣୀ କୋଚିଂ ସେଣ୍ଟର୍‌ ଏସ୍‌ଏମ୍‌ ଟ୍ୟୁଟୋରିଆଲର
Read More...

ଡ଼ା.ଅନୁପ କୁମାର ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାରଦେଶ୍ଵରୀ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତଥା ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା. ଅନୁପ କୁମାର ନାଏକଙ୍କୁ ଗତକାଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରଦେଶ୍ୱରୀ
Read More...

ନିଶା ନିବାରଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶା ନିବାରଣ ଦିବସ ପାଳନ ଉପଲକ୍ଷେ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଖାଡିଆପଡାଠାରେ ଏକ ସଚେତନତା ସଭା ଅୟୋଜିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ପଡାର ବାଟୁ ଖାଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Read More...

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ କଲେଜର ସଂପୂର୍ଣ୍ଣ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ଏକ ସୁନାମଧନ୍ୟ କଲେଜ ଭାବରେ ଜଣାଶୁଣା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୩ରେ
Read More...