Monthly Archives

June 2023

ଭାଲୁମୁଣ୍ଡା ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିଖୋଜ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ପ୍ରସନ୍ନପାଳ ମହାବିଦ୍ୟାଳୟର କନିଷ୍ଠ କିରାଣୀ ତଥା ବଙ୍ଗୋମୁଣ୍ଡା ଆମ୍ବେଦକର ନଗର ନିବାସୀ ଶିକ୍ଷୟତ୍ରୀ ସବିତା କୁମ୍ଭାରଙ୍କ ଝିଅ ଏସ୍‌. ମୌସୁମୀ ମନୋଜିତା କୁମ୍ଭାର ନିଖୋଜ ହୋଇଯାଇଥିବା ନେଇ
Read More...

ବସୁଧା ଯୋଜନାରେ ଅବ୍ୟବସ୍ଥା : ଜଲ୍‌ପାଙ୍କେଲ୍‌ରେ ଜଳ ଦୂଷିତ, ସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲ୍‌ପାଙ୍କେଲ୍‌ ଗ୍ରାମରେ ଥିବା ବସୁଧା ଯୋଜନାରେ ତିଆରି ହୋଇଥିବା ପାଣି ଟାଙ୍କିର ଅବ୍ୟବସ୍ଥା କହିଲେ ନସରେ । ଏହି ଗାଁରେ ପ୍ରାୟ ଦୁଇରୁ ତିନି ହଜାର ଲୋକ ବସବାସ କରନ୍ତି । ଲୋକଙ୍କ ପିଇବା ପାଣିର
Read More...

ବେକରେ ଶାଢ଼ୀଦେଇ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ଜଣେ ଯୁବକ ନିଜ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶାନ୍ତିପୁର ଗାଁର ଗଣେଶ ସାହୁଙ୍କ ସାନ ପୁଅ ଜ୍ୟୋତି ରଞ୍ଜନ ସାହୁ (୩୦) ଗତକାଲି ରାତିରେ ଖାଇ ସାରିବା ପରେ
Read More...

ପ୍ରଧାନ ଶିକ୍ଷକଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଆପଦାର ବରିଷ୍ଠ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମୁଦୁଲିଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ମୁଖ୍ୟ
Read More...

୪ ଏସ୍‌ବିଆଇ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ବିଆଇ ବଲାଙ୍ଗିର ରିଜନ୍‌ରୁ ୪ ଜଣ କର୍ମଚାରୀ ବିଜୟ ମହାନ୍ତି, ମାନଭଞ୍ଜନ ବିଶୋଇ, ପବିତ୍ର ନାଗ ଏବଂ ନବୀନ ପୁରୋହିତ ଗତକାଲି ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଏ ନେଇ ଏସ୍‌ବିଆଇ ଏସୋସିଏସନ୍ ତରଫରୁ ବଲାଙ୍ଗିର, ପାଟଣାଗଡ଼ ଓ କଣ୍ଟାବାଞ୍ଜିରେ ବିଦାୟୀ
Read More...

୩୧ ତାରିଖରେ ଦରମା ପାଇବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ

ରାଉରକେଲା, (ସସ୍ମିତା ପ୍ରଧାନ) : ମଇ ମାସର ଦରମା ଗତକାଲି ୩୧ ତାରିଖରେ ପାଇଥିବାରୁ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦୃଷ୍ଟିଗୋଚର ହୋଇଛି । ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଏଭଳି ଦରମା ପ୍ରଦାନ ପାଇଁ ବ୍ଲକର ସମସ୍ତ ଶିକ୍ଷକ
Read More...

ଅଦିନିଆ ଝଡ ହେଲା କାଳ : ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୧୨ ବର୍ଷର ବାଳକଙ୍କ ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ରାତିରେ ହୋଇଥିଲା ଝଡ ବର୍ଷା ଆଉ ଝଡ଼ ବର୍ଷାରେ ଛିଣ୍ଡି ପଡିଥିଲା ବିଦ୍ୟୁତ୍‌ ତାର । ସେହି ଛିଣ୍ଡା ବିଦ୍ୟୁତ୍‌ ତାର ପାଇଁ ଜଣେ ୧୨ ବର୍ଷର ବାଳକ ଶକ୍ତି ସୁନାଙ୍କ ଚାଲିଯାଇଛି ଜୀବନ । ଘଟଣାଟି ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ମୁରିବାହାଲ ବ୍ଲକ
Read More...

କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଛି ସଂକଳ୍ପ ପରିବାର । ସୂଚନାଯୋଗ୍ୟ ଯେ, ବରଗଡ଼ ୱାର୍ଡ଼ ନମ୍ବର ୧, ଟାଙ୍ଗରପଡାର ୧୯ ବର୍ଷର ଛାତ୍ରୀ କମଳିନୀ ସେଠଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଅର୍ଥ ଅଭାବରୁ କମଳିନୀଙ୍କ
Read More...

ଜେନିଥ ବିଜ୍ଞାନ କଲେଜରେ ଶତ ପ୍ରତିଶତ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଝାକରପାଲି ସ୍ଥିତ ଜେନିଥ କଲେଜରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ କଲେଜକୁ ଗୌରବାନ୍ଵିତ କରିଛନ୍ତି । ଛାତ୍ର କେଦାର ଭୋଇ ୮୨% ରଖି ଉପଖଣ୍ଡ ସ୍ତରରେ ଟପ୍ପର ହୋଇଛନ୍ତି । ସୂଚନା ଅନୁସାରେ
Read More...

ଚାକିରି ଗ୍ରାଜୁଏସନ୍‌, ଦରମା ମେଟ୍ରିକୁଲେସନ : ଲେଭେଲ-୯ ଦରମା ଦାବୀରେ ଅମଲା ସଂଘର ଅନିର୍ଦ୍ଦିଷ୍ଟ କାଳ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଭେଲ ୯ ଦରମା ଦାବିରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଛି । ସରକାର ଅମଲା ବିଭାଗରେ ଗ୍ରାଜୁଏଟ ମାନଙ୍କୁ ଚାକିରୀ ଦେଇ ମେଟ୍ରିକୁଳେସନ ଦରମା ପ୍ରଦାନ
Read More...