Monthly Archives

June 2023

ଛତ୍ରପୁର ରୋଟାରୀ କ୍ଲବର ଆନୁଷ୍ଠାନିକ ସାମାରୋହରେ ରୋଟାରୀ ଗଭର୍ଣ୍ଣରଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ବୁଧବାର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ଅନୁଷ୍ଠିତ ସାମାରୋହରେ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ
Read More...

ସୀମା ବିବାଦକୁ ନେଇ ଗଣ୍ଡଗୋଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରର ସୀମା ବିବାଦକୁ ନେଇ ଏକ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଥିବା ବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏକ ପରିବାରର ସଦସ୍ୟମାନେ । ବେଲପଡ଼ା ଥାନା ଅନ୍ତର୍ଗତ ଫୁଲ୍‌କାନି ଗାଁର ଶ୍ରୀମତୀ ଶଙ୍କରା ହୋତା ନିଜ ସୀମାରେ ଘର ତିଆରି କରୁଥିବା ବେଳେ
Read More...

ଛେଣ୍ଡିପଦା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସର୍ଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ବୁଧବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇବା ପରେ ଛେଣ୍ଡିପଦା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି
Read More...

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

ପୁରୀ : ଆସନ୍ତା ଜୁନ୍‌ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ । ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ
Read More...

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବାକୁ ଯାଇ ଅଘଟଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରୁ ମାତ୍ର ୬କିମି ଦୂର ଗୋପାଳପୁର ବନ୍ଦର ସମୁଦ୍ର କୂଳ ଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇଜଣ ଛାତ୍ରୀ ସମୁଦ୍ରକୁ ସକାଳେ ଗାଧୋଇବାକୁ ଯାଇ ବୁଡିଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ, ସାନ-ଆର୍ଯ୍ୟପଲ୍ଲୀ
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ରାଣୀସିଲେଟ ଗାଁର ଅର୍ଜୁନ ମାଝୀ(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ ବୁଧବାର ବାଇକ ଯୋଗେ ବାରବନ୍ଧ ଗାଁରୁ ନିଜ ଘରକୁ ଫେରୁଥିବା ବେଳେ ବାରବନ୍ଧ-ଗୁଲମୀ ରାସ୍ତା ଶିବ
Read More...

ଅଶୋକ ଚନ୍ଦନ ସ୍ମୃତିନ୍ୟାସର ଆଲୋଚନାଚକ୍ର

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ଅଶୋକ ଚନ୍ଦନଙ୍କ ବାସଭବନଠାରେ ବୁଧବାର ଅଶୋକ ଚନ୍ଦନ ସ୍ମୃତିନ୍ୟାସ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଶିଷ ଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଟିଟିଲାଗଡରୁ ଭିକାରି ମିଶ୍ର, ବଲାଙ୍ଗିରରୁ ବିନୟ ଦାସ ଓ ସାମ୍ବାଦିକ ରବି
Read More...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଜୁନ୍‌ ପହିଲାରେ ବରଗଡ଼ ସମେତ ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ରାଉରକେଲା ପରି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର
Read More...

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶରଙ୍ଗି ଜଙ୍ଗଲ ପଥର ଉପରେ ବାଘ ବସିଥିବା ଦେଖିବାକୁ ମିଳିଛି । କିଛି ଦୂରରୁ ବାଘର ଫଟୋ ଓ ଭିଡିଓ ଗାଁ ଯୁବକମାନେ ରେକର୍ଡ କରିଛନ୍ତି । ଫଳରେ କୁକୁଡାଟାଲ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି
Read More...

ଡୁଡୁକା ଅମଲା ମଞ୍ଚର ସମୂହ ଛୁଟି ଦରଖାସ୍ତ

ଡୁଡୁକା, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ଆଗଲପୁର ବ୍ଲକ ଡୁଡୁକା ମଞ୍ଚର କର୍ମକର୍ତ୍ତା ଗତ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍‌ ପରିଧାନ କରିଥିଲେ । ତଥାପି ମଞ୍ଚର ଦାବୀ ପ୍ରତି ସରକାର ଦୃଷ୍ଟି ନ ଦେବାରୁ ବ୍ଲକର ସମସ୍ତ ଅମଲା ଜୁନ୍‌ ୧
Read More...