Monthly Archives

June 2023

ଜେଆଇଟିଏମ୍‌ର ଶତପ୍ରତିଶତ ପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏଚ୍‌ଏସ୍‌ଇ (ଦ୍ୱାଦଶ) ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଜେଆଇଟିଏମ୍‌ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ପାସ୍‌ ହାର ଶତପ୍ରତିଶତ ରହିଛି । ୫୯ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ, ୨୦ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ସ୍ଥାନରେ ଏବଂ ଜଣେ ଛାତ୍ର
Read More...

ନିଜ ସ୍ତ୍ରୀକୁ ନୃସଂଶ ଭାବେ ହତ୍ୟା କରି ସ୍ୱାମୀ ଅଟକ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଘୁମେର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ରାଏମତୀ ସାହୁ(୬୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ତାଙ୍କ ସ୍ୱାମୀ ଲକ୍ଷୀନ୍ଦ୍ର ସାହୁ (୬୫) ଠେଙ୍ଗାରେ ପିଟି ପିଟି ନୃସଂଶ ଭାବେ ହତ୍ୟା କରିଛନ୍ତି ।
Read More...

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆ(୬୮)ଙ୍କ ସ୍ଥାନୀୟ ଆଦର୍ଶପଡା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ପ୍ରାୟ ୧ ବର୍ଷ ହେଲା ସେ ଅସୁସ୍ଥ ଥିଲେ । ୧୯୮୪-୮୫ ମସିହାରେ ସେ ୧୬ ନଂ ୱାର୍ଡ(ବର୍ତ୍ତମାନ ୨୧ ନଂ ୱାର୍ଡ)ର କାଉନସିଲର ଭାବେ ନିର୍ବାଚିତ
Read More...

କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

ବାଲିଗୁଡା : କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର ଖାଣ୍ଡୁ ପ୍ରଧାନ, ରଞ୍ଜନ ମହାରଣା ଏବଂ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଅଞ୍ଚଳର ବାଲ୍ମୀକି ପ୍ରଧାନ । ସୂଚନା ଅନୁସାରେ, ବିଳମ୍ୱିତ ରାତିରେ
Read More...

ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ରଥଯାତ୍ରା ପାଳନର ପ୍ରସ୍ତୁତି ପାଇଁ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ ରବିବାର ଦିନ ଚାନ୍ଦ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରଦୀପ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ
Read More...

ଦହିତା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହିତାଠାରେ ଦହିତା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକ ବିଷୟରେ
Read More...