Monthly Archives

June 2023

ନୂଆଁପଡ଼ାରେ ପାନୀୟ ଜଳ ସମସ୍ୟା : ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡିଓଙ୍କ ପ୍ରତିଶ୍ରୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗାଁରେ ପାଣି ସମସ୍ୟା ବିଷୟରେ ବିଡିଓ ଗୁରେଶ୍ୱର୍ ଭୋଇଙ୍କ ସହ ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତି ଏବଂ ଗ୍ରାମବାସୀ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ଦାବୀ କରିଥିଲେ । ଏହା ପରେ ଗାଁକୁ
Read More...

୫ଟି ଯୋଜନାରେ ନିର୍ମିତ ‘ଆମ ହସ୍ପିଟାଲ୍‌’କୁ ପରିଦର୍ଶନ କଲେ ଉପଜିଲ୍ଲାପାଳ ଓ ଭାରପ୍ରାପ୍ତ ସିଡିଏମ୍‌ଓ

ଇନଚାର୍ଜ ଡାକ୍ତରଙ୍କ ଦାୟିତ୍ୱହୀନତାକୁ ନେଇ ବିରକ୍ତି ପ୍ରକାଶ କଲେ ଉପଜିଲ୍ଲାପାଳଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ମୃତ ଶିଶୁଙ୍କ ବାପା କଂଟାବାଂଜି, (ଗୁରୁଦୟାଲ ହଂସ) : ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଗତକାଲି କଂଟାବାଂଜି ଡାକ୍ତରଖାନାକୁ ଆସି ୫ଟି ଯୋଜନାରେ ନିର୍ମିତ
Read More...

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡି ଦୁଇ ଛାତ୍ରୀ ମୃତ

ଦୀର୍ଘ ୧୦ ଘଣ୍ଟାର ସର୍ଚ୍ଚ-ଅପରେସନ ପରେ ମିଳିଛି ସ୍ୱପ୍ନାରାଣୀଙ୍କ ଶବ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୬ କି.ମି. ଦୂର ଗୋପାଳପୁର ବନ୍ଦର ସମୁଦ୍ର କୂଳ ଆର୍ଯ୍ୟପଲ୍ଲୀ ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଆସିଥିବା ଦୁଇଜଣ ଛାତ୍ରୀ
Read More...

ଆଜିର ଯୁଗରେ ବି ପାଣି ପାଇଁ ଡହକବିକଳ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ବେଲ୍ ଡୁଙ୍ଗୁରିପଡାବାସୀ ଦୀର୍ଘ ପ୍ରାୟ ୧୦ ବର୍ଷ ହେବ ପାଣିର ଅସୁବିଧା ଭୋଗୁଥିବା ନେଇ ଅଭିଯୋଗ କରିଛନ୍ତି । ପାଣି ସମସ୍ୟାକୁ ନେଇ ଅନେକ ଥର ୱାର୍ଡ ସଦସ୍ୟ, ସରପଞ୍ଚ ତଥା
Read More...

ନିମ୍ନମାନର ସୋକପିଟ ନିର୍ମାଣ କରି ହରିଲୁଟ୍‌ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ସରକାର କରୋନା ମହାମାରୀ ପରେ ବେରୋଜଗାରୀ ସମସ୍ୟାରୁ ଗରିବ ଜନସାଧାରଣଙ୍କୁ ମୁକ୍ତ କରିବା ସହ ରୋଜଗାର ଯୋଗାଇ ଦେବା ପାଇଁ ମନରେଗା ଯୋଜନା ମାଧ୍ୟମରେ ଅନେକ ନୂତନ କାର୍ଯ୍ୟ ହାତକୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ଏଥିସହ ଅନେକ
Read More...

ବୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଲୋଇସିଂହା, (କେପିଏନ୍‌ଏସ୍‌) : ବୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ନିଜ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି । ଶିକ୍ଷକତା
Read More...

ସ୍ୱେଚ୍ଛାସେବୀଙ୍କ ନିଆରା ପ୍ରୟାସ : କାଜଲଙ୍କୁ ମିଳିଲା ହୁଇଲ ଚେୟାର୍‌

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଦୁଆରସୁଣୀ ପଞ୍ଚାୟତ ଗୋଶାଣୀମୁଣ୍ଡା ଗାଁର କାଜଲ ସାହୁ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମରୁ ମା'ଙ୍କୁ ହରାଇ ପିତା ମଦନ ସାହୁ ପାଉଁରୁଟି ବିକ୍ରି କରି ଝିଅର ସମସ୍ତ ଯତ୍ନ ନେଉଥିଲେ । କିନ୍ତୁ ତାଙ୍କ ପିତାଙ୍କ ଗତବର୍ଷ ଅଗଷ୍ଟ ମାସରେ ଦେହାନ୍ତ
Read More...

୬୫ ବର୍ଷ ବୟସରେ ଏତେ ରାଗ : ନିଜ ସ୍ତ୍ରୀଙ୍କୁ ସାମାନ୍ୟ ବଚସାରେ ଠେଙ୍ଗାରେ ପିଟି ପିଟି ହତ୍ୟା

ପାଟଣାଗଡ଼, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଘୁମେର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ନିଜ ସ୍ୱାମୀଙ୍କ ଠେଙ୍ଗା ମାଡରେ ବୃଦ୍ଧା ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁଙ୍କ
Read More...

ଦୁର୍ଗନ୍ଧରେ ଫାଟି ପଡୁଛି ମୁଖ୍ୟ ରାସ୍ତା : ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ଓଭରସିଜ୍‌ ବ୍ୟାଙ୍କ ନିକଟରେ ରାସ୍ତା କଡରେ ଅଳିଆ ଆବର୍ଜନା ଗଦା ହେଉଥିବା ଫଳରେ ଦୁର୍ଗନ୍ଧରେ ପୁରା ଅଂଚଳ ଫାଟି ପଡୁଛି । ତେବେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଏହି ଦୁର୍ଗନ୍ଧରେ ଅତିଷ୍ଟ ହୋଇପଡୁଥିବା
Read More...

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉସିଲର ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ କଂଗ୍ରେସ ଦଳ ତଥା ଜନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବା ସହ ମୋର ବ୍ୟକ୍ତିଗତ କ୍ଷତି ହୋଇଛି
Read More...