Monthly Archives

May 2023

ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଯନ୍ତ୍ରୀ ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବଡ଼ବନ୍ଧର କାର୍ଯ୍ୟ ଅନୁମୋଦନ ନିମନ୍ତେ ବ୍ରହ୍ମପୁର ଏମ୍‌ଆଇ ଡିଭିଜନର ଯନ୍ତ୍ରୀ, ଅଧିକାରୀ ପ୍ରମୁଖ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଖବର ନେବାରେ ଜଣାପଡ଼ିଛି ଯେ, କୁକୁଡ଼ାଖଣ୍ଡି ବଡବନ୍ଧ…
Read More...

କାର୍‌କୁ ଧକ୍କା ଦେଲା ଟ୍ରକ୍‌ : ୨ ମୃତ, ୨ ଗୁରୁତର

ଅନୁଗୁଳ : ପୁରୀରୁ ଜଗା ଦର୍ଶନ ଶେ​‌ଷ କରି ଫେରୁଥିବା ବେଳେ ଏକ କାର୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏଥିରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା' ଝିଅ ଗୁରୁତର ହୋଇଥିବା ଜଣାପଡିଛି । ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ସର୍ଗିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି ।…
Read More...

ମହାଦେଇ ବାଗଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଳସୀନଗର ନିବାସୀ ମହାଦେଇ ବାଗଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ସ୍ୱାମୀ ଶ୍ରୀଧର ବାଗ, ପୁତ୍ର ଏକାଦଶୀ ବାଗ, ଦିଲିପ ବାଗ, ରବୀନ୍ଦ୍ର ବାଗ(ଟୁନୁ)ଙ୍କ ସହିତ…
Read More...

ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ରାଉରକେଲା ସହରରେ ପିଲାଦିନ କାଟିଥିବା ପରେ ଓକିଲାତି କରିଥିବା ହାଇକୋର୍ଟର ବିଚାରପତି ଚିତ୍ତରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ଅଭିପ୍ସା ଦାଶ ରାଉରକେଲା ଗସ୍ତ ଅବସରରେ ହୋଟେଲ ରାଧିକା ରିଜେନ୍ସିଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ତରଫରୁ ବିପୁଳ…
Read More...

ଶତାୟୁ ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ମା' ତଥା ସାମ୍ବାଦିକା ଅନିମାଞ୍ଜଳି ମିଶ୍ରଙ୍କ ଗୋସେଇଁ ଶାଶୁ ପାର୍ବତୀ ମିଶ୍ର(୧୦୪)ଙ୍କର ସୋମବାର ସକାଳେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଏହି…
Read More...

ରାଉରକେଲା ଏସ୍‌ପିଙ୍କୁ ସିପିଆଇଏମ୍‌ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନବ ନିଯୁକ୍ତ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ଆଜି ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପାର୍ଟି ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।…
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବରଗଡ଼ ବିକାଶ ହସ୍ପିଟାଲ ନିକଟରେ ଗତ ୨୪ ତାରିଖରେ ଏକ ଅଚିହ୍ନା ଶବ ରାସ୍ତାକଡରେ ପଡି ରହିଥିବା ଅବସ୍ଥାରେ ଗ୍ରାମାଞ୍ଚଳ ପୋଲିସ ଠାବ କରିଥିଲା । ମୃତ ବ୍ୟକ୍ତି ଜଣକଙ୍କ ବୟସ ୩୦ରୁ ୪୦ ବର୍ଷ ହେଉଥିବ ବୋଲି ଅନୁମାନ…
Read More...

ରାଜପୁତ କ୍ଷତ୍ରୀୟ ସମାଜର କାର୍ଯ୍ୟକାରିଣୀ କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜପୁତ କ୍ଷତ୍ରୀୟ ସମାଜର ଏକ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ଫଗୁଲାଲ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକର ଆସିଥିବା ଶତାଧିକ ରାଜପୁତ ଭାଇ ଭଉଣୀ ମାଆମାନଙ୍କ ଉପସ୍ଥିତରେ ପ୍ରଥମେ…
Read More...

ସର୍ବଭାରତୀୟ କେନ୍ଦ୍ର କର୍ମଚାରୀ ପେନସନର ଏସୋସିଏସନ୍‌ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ସ୍ଥିତ ଶ୍ରୀ ଶବରୀ ନାରାୟଣ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସର୍ବଭାରତୀୟ କେନ୍ଦ୍ର କର୍ମଚାରୀ ପେନସନର୍‌ ଏସୋସିଏସନ୍‌ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଂପାଦକ ବୃଷଭ…
Read More...