Daily Archives

ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ବର ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଏହି ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ଓଡ଼ିଶା ଉତ୍କୃଷ୍ଟ କଳାର
Read More...

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଟାସ୍କଫୋର୍ସ ଟିମ୍ ଗଠନ

ଭୁବନେଶ୍ବର : ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡୁଛି । ଅଧିକାଂଶ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ଡ୍ରାଇଭରମାନେ ଅଟକାଉଥିବାର ଦେଖିବାକୁ ମିଳିଛି । ‌ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ
Read More...

ସହାୟ ଯୋଜନା କାର୍ଯ୍ୟକାରୀ ହେବ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗରିବ ଅନଗ୍ରସରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସହାୟ ଯୋଜନା ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଛି । ଏହି ଯୋଜନାରେ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣମୂଳକ ଶିକ୍ଷା
Read More...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ରରୁ ମହାରାଷ୍ଟ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ରରୁ ପାଇ ଖବର କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବଙ୍ଗତଲବୀର
Read More...

ବଜ୍ରାଘାତରେ ଜଣେ ମୃତ, ୫ ଆହତ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଆବାସିଂ ଗ୍ରାମରେ ଘରେ ଥିବା ବେଳେ ଗତ ରାତିରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଆଡାଗା ଗମାଙ୍ଗ । ସୂଚନାନୁଯାୟୀ, ୫ ଆହତଙ୍କୁ ଗୁଣପୁର ଦମକଳ ବାହିନୀ ଆମ୍ଵୁଲାନ୍ସ ଯୋଗେ ଆଣି
Read More...

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ

ଆଜି ହେବ ଶୁଭଖୁଣ୍ଟି ସ୍ଥାପନ ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ । ଶୁଭ ଖୁଣ୍ଟି ସ୍ଥାପନ ନେଇ ଦିନ ଧାର୍ଯ୍ୟ । ଆଜି ଶୁଭଖୁଣ୍ଟି ସ୍ଥାପନ ହେବ । ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶିବେହେରା ଏନେଇ ସୂଚନା ଦେଇଛନ୍ତି ।
Read More...

ଆଗେଇ ଚାଲିଛି ରୁକୁଣା ରଥ ନିର୍ମାଣ କାର୍ଯ୍ୟ : କାମରେ ଲାଗିଛନ୍ତି ୬୮ କାରିଗର

ଭୁବନେଶ୍ୱର : ରଥମହାଖଳାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ତିଆରି କାମ ଜୋରସୋର୍‌ରେ ଚାଲିଛି । ଗୁରୁବାର ସନ୍ଧ୍ୟା ବେଳକୁ ୨ଟି ଚକ ଓ ଅଖ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ମୋଟ ୬୮ ଜଣ କାମରେ ଲାଗିଛନ୍ତି । ଡ୍ରାଇଭରଙ୍କ ଧର୍ମଘଟ କାରଣରୁ ଦ୍ୱିତୀୟ ପର୍ଯ୍ୟାୟ କାଠ
Read More...

ସରିଲା ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ

ଜଟଣୀ : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣର ଅନ୍ତିମ ଦିନ ତଥା ଠାକୁର ମେଳଣ ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସମେତ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଉପବିଷ୍ଟ ଥିବା ୮୦ ହରିହର ବିଗ୍ରହଙ୍କ ଉପରେ ଫଗୁ ସିଞ୍ଚନ କରିଥିଲେ ।
Read More...

ଆଜି ନବରଙ୍ଗପୁର ଗସ୍ତରେ ଯିବେ ୫-ଟି ସଚିବ ଭି.କେ ପାଣ୍ଡିଆନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ଶୁକ୍ରବାର ଅପରାହ୍ଣରେ ୪ଟାରେ ସେ ବିମାନ ଯୋଗେ ଜୟପୁର ପହଞ୍ଚିବେ । ସେଠାରୁ କାର୍‌ରେ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ । ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ
Read More...

ଡ୍ରାଇଭରମାନେ ଆଇନ ଅମାନ୍ୟ କରି ପୁଲିସ ଉପରକୁ ଆକ୍ରମଣ ଘଟଣାରେ ବହୁ ପୋଲିସ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ୍ରାଇଭରମାନେ ଆଇନ ଅମାନ୍ୟ କରି ପୁଲିସ ଉପରକୁ ଟେକା ପଥର ମାଡ କରିବା ସହ ଠେଙ୍ଗାରେ ଆକ୍ରମଣ କରିବା ଏକ ନିନ୍ଦନୀୟ ଘଟଣା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ ବ୍ରହ୍ମପୁର ବାଇପାସରେ ଆନ୍ଦୋଳନରତ ଡ୍ରାଇଭର-ପୁଲିସ
Read More...